Only for Entertainment

ପତି ସହିତ ଛାଡ଼ପତ୍ର ପରେ ବ୍ରାଇଡଲ ଫଟୋସୁଟରେ ନଜର ଆସିଲେ ରଶ୍ମୀ ଦେଶାଇ ।

bollywood tadka
24

ଟିଭି ସିରିଅଲ ‘ଉତ୍ତରନ’ ଫେମ ରଶ୍ମୀ ଦେଶାଇ ନିକଟରେ ଏକ ଫଟୋସୁଟ କରିଛନ୍ତି । ଏହି ଫଟୋସୁଟର କିଛି ଫଟୋ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ବାସ୍ତବରେ ରଶ୍ମୀ ଏକ ବ୍ରାଇଡାଲ ଫଟୋସୁଟ କରିଛନ୍ତି । ଏଥିରେ ବଧୂ ଲୁକରେ ନଜର ଆସିଛନ୍ତି ଅଭିନେତ୍ରୀ । ସମର ବ୍ରାଇଡ ଫଟୋସୁଟରେ ରଶ୍ମୀ ଖୁବ ସୁନ୍ଦର ଦେଖା ଯାଉଛନ୍ତି ।

ଗୋଲଡେନ ରଙ୍ଗର ଲେହଙ୍ଗା ରଶ୍ମୀଙ୍କୁ ଅଧିକ ସୁନ୍ଦର ଦେଖାଯାଉଛି । ତେବେ ହେଭି ଜ୍ୱେଲରୀରେ ରଶ୍ମୀଙ୍କ ଲୁକ ଖୁବ ରୟାଲ ଲାଗୁଛି । କହିରଖୁଛୁଯେ ରଶ୍ମୀଙ୍କ ଏହି ଫଟୋସୁଟ ପ୍ରସିଦ୍ଧ ଷ୍ଟାଇଲିଷ୍ଟ ନେହା ମହାଜନ କରିଛନ୍ତି ।

ରଶ୍ମୀ ଆକ୍ଟର ନଦୀଶ ସନ୍ଧୁଙ୍କୁ ୨୨ ଫେବୃୟାରୀ ୨୦୧୨ରେ ବିବାହ କରିଥିଲେ । କିନ୍ତୁ ବିବାହର ୩ ବର୍ଷ ପରେ ଦୁଇଜଣଙ୍କ ଡିଭୋର୍ସ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More