Only for Entertainment

ବଲିଉଡର ଏହି ତିନି ଜଣ ପ୍ରସିଦ୍ଧ କଳାକାରଙ୍କ ନାମରେ ଅଭିଯୋଗ

26

ବଲିଉଡ ଡାଇରେକ୍ଟର ଫରାହ ଖାନ୍, କମେଡ଼ିଆନ ଭାରତୀ ସିଂ ଏବଂ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସମସ୍ୟା ବଢିଯାଇଛି । କାରଣ ଏହି ସମସ୍ତଙ୍କ ବିରୁଦ୍ଧରେ ପଂଜାବର ଅମୃତସରରେ ଅଭିଯୋଗ ଦାଖଲ ହୋଇଛି । ତିନିଜଣଙ୍କ ଉପରେ ଧାର୍ମିକ ଭାବନାକୁ ବିକୃତ କରିଥିବା ଅଭିଯୋଗ ହୋଇଛି ।

ଖବର ଅନୁସାରେ ତିନିଜଣଙ୍କ ଉପରେ ଅଭିଯୋଗ ହୋଇଛିଯେ ସେମାନେ ପ୍ରାଇଭେଟ ୟୁଟ୍ୟୁବ ଚ୍ୟାନେଲ ପାଇଁ କରାଯାଇଥିବା କମେଡ଼ି କାର୍ଯ୍ୟକ୍ରମରେ ଦେଶାଇ ଧର୍ମର ଶବ୍ଦ ବ୍ୟବହାର କରିଛନ୍ତି । ଅଭିଯୋଗରେ କୁହାଯାଇଛିଯେ ଏମାନେ ସିଧାସଳଖ ଧର୍ମର ଅପମାନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More