Only for Entertainment

୪୪ବର୍ଷ ବୟସରେ ମଧ୍ୟ ଆଜି ବି ଅଭିନେତ୍ରୀଙ୍କୁ ବାଜିମାତ ଦେଉଛନ୍ତି ରବୀନା, ଫଟୋରେ ନଜର ଆସିଲା ଷ୍ଟାଇଲିସ ଅନ୍ଦାଜ !

24

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ନିଜ ଷ୍ଟାଇଲିସ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏୟାରପୋର୍ଟ ଷ୍ଟାଇଲ ହେଉ କିମ୍ବା ଆୱାର୍ଡ ଫଙ୍କସନ ରବିନାଙ୍କ ଲୁକ ସବୁବେଳେ ଷ୍ଟାଇଲିସ ହୋଇଥାଏ । ସେ ସବୁବେଳେ କମ୍ଫର୍ଟ ଏବଂ ଷ୍ଟାଇଲିସ ଲୁକରେ ଦେଖାଯାଆନ୍ତି ।

ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ କିଛି ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ରବୀନା ଅଲ ବ୍ଲାକ ଲୁକରେ ଖୁବ ଷ୍ଟନିଂ ନଜର ଆସିଛନ୍ତି । ରବିନା ନାଲି ଲିପଷ୍ଟିକରେ ନିଜ ଲୁକକୁ କମ୍ପଲିଟ କରିଛନ୍ତି । ୪୪ବର୍ଷ ବୟସରେ ମଧ୍ୟ ରବୀନାଙ୍କ ଏଭଳି ଲୁକ ସତରେ ପ୍ରଶଂସାଯୋଗ୍ୟ ଅଟେ ।

ଏଠାରେ ଆମେ କହି ରଖୁଛୁ ଯେ ଏବେ ସେ ଫିଲ୍ମ ଠାରୁ ବହୁ ଦୂରରେ ଅଛନ୍ତି । ମାତ୍ର ସୋସିଆଲ ମିଡିଆରେ ରବୀନା ଖୁବ ଆକ୍ଟିଭ ରୁହନ୍ତି ଏବଂ ଅନେକ ଫ୍ୟାନ୍ସଙ୍କ ସହ ନିଜ ଫଟୋ ଶେୟାର କରନ୍ତି ଏବଂ ୟୁଜର୍ସ ଖୁବ ପସନ୍ଦ ମଧ୍ୟ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More