Only for Entertainment

ପୁଣିଥରେ ସାମ୍ନାକୁ ଆସିଲା କପିଲ ଶର୍ମାଙ୍କ ବର୍ତ୍ତମାନର ଫଟୋ,ଦେଖିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ ।

dailyhunt
0 56

କମେଡ଼ି କିଙ୍ଗ କପିଲ ଶର୍ମାଙ୍କୁ କିଏ ବା ପସନ୍ଦ ନ କରେ । ତାଙ୍କର ସାମାନ୍ୟ ଝଲକ ଦେଖିବା ପାଇଁ ଦର୍ଶକ ଖୁବ ଅପେକ୍ଷା କରିଥାନ୍ତି । କିନ୍ତୁ କପିଲଙ୍କର ବର୍ତ୍ତବାନର ଭାଇରାଲ ଫଟୋ ଦେଖିଲେ ତାଙ୍କ ପ୍ରଶଂସକଙ୍କ ହୋଶ ଉଡ଼ିଯିବ ।

ବାସ୍ତବରେ କପିଲଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ମିଡିଆ ରିପୋର୍ଟ ଅନୁସାରେ ନଜର ଆସିଥିବା କପିଲଙ୍କର ଏହି ଫଟୋ ଭାରତରେ ନୁହେଁ । ଫଟୋଟି ଏମ୍ସଟରଡ୍ୟାମର ଏକ ମଲ୍ର ଫଟୋ । ଫଟୋ ଦେଖିଲେ ଜଣାଯିବଯେ ଏହା ୯୦ ପ୍ରତିଶତ କପିଲଙ୍କ ସହିତ ମିଶୁଛି । କପିଲଙ୍କର ଟମି ମଧ୍ୟ ବାହାରି ଆସିଛି । ସେ ଖୁବ ମୋଟା ଦେଖା ଯାଉଛନ୍ତି । ନିହାତି ଭାବରେ ଫ୍ୟାନ୍ସ ଦେଖିଲେ ଆଶ୍ଚଯ୍ୟ ହୋଇଯିବେ ।

କୁହାଯାଉଛିଯେ କପିଲ ଏବେ ଡିପ୍ରେଶନରୁ ବାହାରି ଆସିଛନ୍ତି ଏବଂ ନିଜ ଦେଶକୁ ଫେରି ଆସିଛନ୍ତି । ବ୍ରେକରେ ଯିବା ପୂର୍ବରୁ ସେ ତାଙ୍କ ଫ୍ୟାନ୍ସଙ୍କୁ କହିଥିଲେଯେ ଡିପ୍ରେଶନରୁ ବାହାରିବା ପାଇଁ ତାଙ୍କୁ କିଛି ସମୟ ଦରକାର । ଏହା ଦ୍ୱାରା ମୋ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । କିନ୍ତୁ ପୁଣିଥରେ ଫେରି ସେ ସମସ୍ତଙ୍କ ମନୋରଂଜନ କରିବେ ବୋଲି କହିଥିଲେ । ଏବେ ଦର୍ଶକ ମଧ୍ୟ ତାଙ୍କ ପୁରୁଣା ଅନ୍ଦାଜକୁ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More