Only for Entertainment

ଖାଦ୍ୟ ରାନ୍ଧିବା ସମୟରେ ରିଫାଇନଡ ଅଏଲ ବ୍ୟବହାର କରୁଛନ୍ତି କି,ହୋଇପାରେ ଏହି ରୋଗ ।

amarujala
0 55

ଆଜିକାଲି ପ୍ରାୟତଃ ସମସ୍ତେ ରିଫାଇନଡ ଅଏଲ ରୋଷେଇରେ ବ୍ୟବହାର କରୁଛନ୍ତି । ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ବଡ଼ ମାତ୍ରାର ରସାୟନ ବ୍ୟବହାର କରାଯାଏ । ଏହା ଦ୍ୱାରା ତେଲର ଭଲ ତତ୍ତ୍ୱ ନଷ୍ଟ ହୋଇଯାଏ । ରିଫାଇନଡ ପ୍ରକ୍ରିୟାରେ ତେଲକୁ ବହୁ ମାତ୍ରାରେ ଗରମ କରାଯାଏ । ଯାହା ଦ୍ୱାରା ବିଷାକ୍ତ ତତ୍ତ୍ୱ ବାହାରିବାକୁ ଲାଗିଥାଏ ।

 

ରିସର୍ଚରୁ ଜଣାଗଲାଯେ ଏହା ଅପେକ୍ଷା ପାରମ୍ପରିକ ତେଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ । କେତେକ ସ୍ଥାନରେ କୁହାଯାଇଛିଯେ ରୋଷେଇରେ ସୋରିଷ ତେଲ,ନଡ଼ିଆ ତେଲ ଏବଂ ଘିଅର ବ୍ୟବହାର କରାଯିବା ଉଚିତ ।

କୋଲେଷ୍ଟ୍ରଲ କମ କରିବାକୁ ଆପଣ ଯେଉଁ ତେଲ ବ୍ୟବହାର କରୁଛନ୍ତି ହୁଏତ ତାହା ସ୍ୱାସ୍ଥ୍ୟକୁ ଲାଭ ପହଂଚାଉଛି କିନ୍ତୁ ଶରୀରରୁ ପ୍ରାକୃତିକ ଚିକ୍କଣକୁ ଶେଷ କରୁଛି । ଯେଉଁ ଫ୍ୟାଟି ଏସିଡର ଆବଶ୍ୟକ ଥାଏ ତାହା ମିଳେ ନାହିଁ । ଯାହା ଦ୍ୱାରା ଆଣଣ୍ଠୁ ଗଣ୍ଠି ସମସ୍ୟା ଦେଖାଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More