Only for Entertainment

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନିଜ ଧରମ ଝିଅ ବନାଇଲେ ବଲିଉଡ ଭେଟରାନ୍ ନାୟିକା ରେଖା !

41

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନିଜ ଧରମ ଝିଅ ବନାଇଲେ ବଲିଉଡ ଭେଟରାନ୍ ନାୟିକା ରେଖା । ରେଖା କହିଲେ ମୋର ଯଦି ଝିଅ ଥାଆନ୍ତା ତାହାଲେ ମୁଁ ଚାହିଁଥାନ୍ତି ସେ କଙ୍ଗନାଙ୍କ ଭଳି ହେଉ । ରେଖା ନିକଟରେ କଙ୍ଗନାଙ୍କ ଆଗାମୀ ଫିଲ୍ମ ମଣିକର୍ଣ୍ଣିକାର ଟ୍ରେଲର୍ ଦେଖି ହୋଇଥିଲେ ବେଶ୍ ଖୁସି । ଆଉ ତାଙ୍କୁ ଏକ ଶାଢି ଉପହାର କରିଥିଲେ । ସେହି ଶାଢିକୁ କଙ୍ଗନା ପରିଧାନ କରି ମରାଠି ତର୍କା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ରେଖା ମଧ୍ୟ ପହଁଚିଥିଲେ ।

 

View this post on Instagram

 

Good to see #sarojkhan with #rekha for @zeemarathiofficial event @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

#KanganaRanaut with #rekha at @zeemarathiofficial event today. @viralbhayani

A post shared by Viral Bhayani (@viralbhayani) on

ଆଉ ଦୁହିଁଙ୍କ ଭିତରେ ବେଶ ଭଲ ବଣ୍ଡିଂ ଦେଖିବାକୁ ମିଳିଥିଲା ସେହି କାର୍ଯ୍ୟକ୍ରମରେ । ତେବେ କଙ୍ଗନା ଏବେ ନିଜ ଫିଲ୍ମ ମଣିକର୍ଣ୍ଣକାର ପ୍ରମୋସନରେ ଅଛନ୍ତି ବ୍ୟସ୍ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More