Only for Entertainment

ଝିଅମାନେ ପୁଅଙ୍କୁ ଏହି ୪ଟି କଥା କେବେ ମଧ୍ୟ କହିନଥାନ୍ତି ।

amarujala
0 72

ଅଧିକାଂଶ ସମୟରେ ପୁଅମାନେ କୁହନ୍ତିଯେ ଝିଅମାନେ ବିଭିନ୍ନ କଥା ଲୁଚାନ୍ତି । ସେମାନେ ଭାବନ୍ତିଯେ ଝିଅଙ୍କୁ ବୁଝିବା ଖୁବ କଷ୍ଟ । କିନ୍ତୁ ଜାଣିରଖନ୍ତୁଯେ ବାସ୍ତବରେ ଝିଅଙ୍କୁ ବୁଝିବା ଏତେ କଷ୍ଟକାମ ନୁହେଁ । ତେବେ ଆସନ୍ତୁ ଜାଣିବା କିଛି ସାମାନ୍ୟ କଥା । ଯାହା ଦ୍ୱାରା ଆପଣ ଜାଣିପାରିବେଯେ ଝିଅମାନେ ଏହି ୫ଟି କଥା କେବେ ମଧ୍ୟ ପୁଅଙ୍କୁ କୁହନ୍ତି ନାହିଁ । ତେବେ ଏହି କଥା ଜାଣିବା ପରେ ଆପଣଙ୍କ ପାଇଁ ଝିଅଙ୍କୁ ବୁଝିବା କିଛି ସହଜ ହୋଇଯିବ ।

ଝିଅମାନେ ସ୍ୱଭାବରେ ଖୁବ ଇମୋଶନାଲ । ତାଙ୍କୁ ବନ୍ଧୁତା କରିବା ପାଇଁ ସେହି ପୁଅ ପସନ୍ଦ ଆସିଥାନ୍ତି ଯେଉଁମାନେ ତାଙ୍କ ଅସୁବିଧା ବୁଝନ୍ତି ଓ ସାହାଯ୍ୟ କରନ୍ତି ।

ଗୋଟିଏ ଝିଅ ଯେତେ ଭଲ ରିଲେସନସିପରେ ରହିଲେ ମଧ୍ୟ ନିଜ ଅତୀତ ଅଫେୟର ବିଷୟରେ କେବେ ମଧ୍ୟ ପୁଅଙ୍କୁ କୁହନ୍ତି ନାହିଁ । ସେମାନେ ଏଭଳି କରନ୍ତି କାରଣ ସେମାନେ ଭାବନ୍ତିଯେ ତାହା କହିବା ଦ୍ୱାରା ବର୍ତ୍ତମାନର ସଂପର୍କ ଖରାପ ହୋଇପାରେ ।

ଝିଅମାନେ ନିଜ ସେଭିଙ୍ଗ କଥା କାହାକୁ କୁହନ୍ତି ନାହିଁ । କାରଣ ସେହି ଟଙ୍କା ଭବିଷ୍ୟତରେ ତାଙ୍କ କାମରେ ଆସିଥାଏ ।
ଯଦି ଝିଅଟିଏ କୌଣସି ମେଡିକଲ ଟ୍ରିଟେମେଂଟ ନେଉଥାଏ ତେବେ ସେହି ବିଷୟରେ ତା ପାର୍ଟନରକୁ ଜଣାଇ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More