Only for Entertainment

ପକେଟରେ ତ୍ରୀରଙ୍ଗା ବ୍ୟାଜ ଲଗାଇ ନଜର ଆସିଲେ ତୈମୁର. ଫଟୋ ଭାଇରାଲ ।

aajtak
24

ଆଜି ଅର୍ଥାତ ୨୬ ଜାନୁୟାରୀକୁ ସାରା ଦେଶରେ ପାଳନ ହୋଇଛି ୭୦ ତମ ଗଣତନ୍ତ୍ର ଦିବସ । ସେଲିବ୍ରେଟୀମାନେ ମଧ୍ୟ ନିଜ ନିଜ ଅନ୍ଦାଜେର ପାଳନ କରୁଛନ୍ତି ରିପବ୍ଲିକ ଡେ । ତେବେ ଏଥିରୁ କିଭଳି ବାଦ ପଡ଼ିଥାନ୍ତେ ଛୋଟେ ନବାବ । ମା କରୀନା କପୁର ଖାନ ଏବଂ ପାପା ସୈଫ ଅଲି ଖାନଙ୍କ ସହିତ ତାଙ୍କୁ ପତାକା ଉତ୍ତୋଳନ ସେରମନିରେ ସ୍ପଟ କରାଗଲା । ଯେଉଁ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହି ସମୟରେ ତୈମୁର ବିଲକୁଲ ନବାବୀ ଲୁକରେ ନଜର ଆସିଛନ୍ତି । ଧଳା କୁର୍ତ୍ତା ପାଇଜାମାରେ ଖୁବ କ୍ୟୁଟ ଲାଗୁଛନ୍ତି ତୈମୁର । ସେ ତାଙ୍କ ପକେଟରେ ତ୍ରୀରଙ୍ଗାର ବ୍ୟାଜ ମଧ୍ୟ ଲଗାଇଛନ୍ତି, ଯାହା ଖୁବ ଆକର୍ଷଣୀୟ ମନେ ହେଉଛି । କରୀନା ଏବଂ ସୈଫଙ୍କ କଥା କହିବା ତ ଦୁଇଜଣ ଖୁବ ଷ୍ଟନିଙ୍ଗ ଲାଗୁଛନ୍ତି ।

କହିରଖୁଛୁଯେ ତୈମୁର ଷ୍ଟାରକିଡ଼ସଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ । ସୋସିଆଲ ମିଡିଆରେ ତାଙ୍କର ଖୁବ ଫ୍ୟାନ ପେଜ ମଧ୍ୟ ଅଛି । ନିକଟ ଅତୀତରେ ତୈମୁର ନାମ କଣ୍ଢେଇ ମଧ୍ୟ ମାର୍କେଟକୁ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More