Only for Entertainment

ରେସଲର ଗ୍ରେଟ ଖଲି-ମୋ ରାକ୍ଷୀକୁ ମାରିବା ପାଇଁ ସୁପାରୀ ଦିଆଯାଇଥିଲା ।

bollywood tadka
31

ରାକ୍ଷୀ ନଜର ଭିନ୍ନ ଭିନ୍ନ ଅଡ଼ୁଆ ମତକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।ନିକଟରେ ରାକ୍ଷୀ ରେସଲରକୁ ଚ୍ୟାଲେଂଜ ଦେଇ ଅସୁବିଧାରେ ପଡ଼ି ଯାଇଛନ୍ତି ।ଖବର ଅନୁସାରେ ପଂଚକୁଲାର ତାଉ ଦେବୀଲାଲ ଷ୍ଟାଡିୟମରେ ଆୟୋଜିତ ସିଡବ୍ଲ୍ୟୁଇ ରେସଲିଙ୍ଗ କାର୍ଯ୍ୟକ୍ରମରେ ରାକ୍ଷୀ ଆଘାତ ପାଇଛନ୍ତି ।ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତାଙ୍କୁ ଅଂଟାରେ ଆଘାତ ଲାଗିଛି ।ତେବେ ଆଘାତ ପାଇବା ପରେ ରାକ୍ଷୀ ମିଡିଆ ସାମ୍ନାକୁ ଆସିଛନ୍ତି ।

ହସ୍ପିଟାଲରେ ରାକ୍ଷୀ ଖଲିଙ୍କୁ କହୁଛନ୍ତି ଭାଇ ତୁମେ ପ୍ରତିଶୋଧ ନିଅ ।ମୋତେ ଏବେ ବିଦେଶୀ ରେସଲରଙ୍କୁ ଡର ଲାଗିଲାଣି । ମୋତେ ମୋ ମା ପାଖକୁ ଯିବାର ଅଛି ।ଏବେ ମୁଁ ଏଠାରେ ରହିବି ନାହିଁ ।ରାକ୍ଷୀଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଖଲି ଡାକ୍ତରଙ୍କ ସହିତ କଥାବର୍ତ୍ତା ହେଲେ । ଖଲି କହିଛନ୍ତିଯେ ମୁଁ ଜାଣିନି ଏ ସବୁ ଷଡ଼ଯନ୍ତ୍ର ନା ନୁହେଁଚିନ୍ତୁ ମୋତେ ଲାଗୁଛି ତନୁଶ୍ରୀ ଦତ୍ତା ଏବଂ ମୁଟୁ ବାଲା ସେହି ରେସଲରକୁ ପଠାଇଥିଲେ ଏବଂ ମୋ ରାକ୍ଷୀକୁ ମାରିବା ପାଇଁ ସୁପାରୀ ଦେଇଥିଲେ । ମୁଁ ଚାହୁଁଛି ମୋ ଫ୍ୟାନ୍ସଙ୍କ ପ୍ରାର୍ଥନାରୁ ସେ ଖୁବଶୀଘ୍ର ଠିକ ହୋଇଯାଉ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More