Only for Entertainment

ଏଭଳି କାମ ଆଉ କରିପାରିବେ ନାହିଁ ରଣବୀର, ପତ୍ନୀ ଦୀପିକା ଲଗାଇଲେ ପ୍ରତିବନ୍ଧକ ।

instagram
27

ରଣବୀର ଏବଂ ଦୀପିକା ପାଦୁକୋନ ଏ ବର୍ଷର ବହୁ ଚର୍ଚ୍ଚିତ ଯୋଡ଼ି । ଯେଉଁ ମାନଙ୍କ ଝଲକ ପାଇବା ପାଇଁ ଫ୍ୟାନ୍ସ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ବିବାହ ପରେ ରଣବୀର ଆଉ ଏହି ୩ଟି କାମ କରି ପାରିବେ ନାହିଁ ବୋଲି ଦୀପିକା ତାଙ୍କୁ ମନା କରି ଦେଇଛନ୍ତି ।

ଏ ନେଇ ନିଜେ ରଣବୀର ସମସ୍ତଙ୍କୁ ଜଣାଇଛନ୍ତି । ବିବାହ ପରେ ଦୀପିକା ମୋତେ ଅଧିକ ରାତି ପର୍ଯ୍ୟନ୍ତ ବାହାରେ ରହିବା ପାଇଁ ମନା କରିଛନ୍ତି । ଏହା ସହ ନ ଖାଇ ଘରୁ ବାହାରିବା ପାଇଁ ମନା କରିବା ସହ ସବୁ ବେଳେ ସଙ୍ଗେ ସଙ୍ଗେ ଫୋନ ଉଠାଇବା ପାଇଁ କହିଛନ୍ତି । ବିବାହ ପରେ ମୋତେ ମୋର ଏହି ୩ଟି ଅଭ୍ୟାସକୁ ବଦଳାଇବାକୁ ପଡ଼ିଛି ବୋଲି କହିଥିଲେ ରଣବୀର । ଦୀପିକାଙ୍କୁ ପତ୍ନୀ ହିସାବରେ ପାଇ ରଣବୀର କେତେ ଖୁସି ପଚରାଯିବା ପରେ ସେ କହିଥିଲେ, ମୋ ସ୍ତ୍ରୀକୁ କାହାର ନଜର ନ ଲାଗୁ । ସେ ଶୋଇବା, ଉଠିବା ଏବଂ ସାରାଦିନ ମୋତେ ସୁନ୍ଦର ଲାଗିଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More