Only for Entertainment

ଜାଣନ୍ତୁ ଓଡ଼ିଶାର ୫ ଜଣ ଧନୀ ବ୍ୟକ୍ତିଙ୍କ ବିଷୟରେ ।

odisha 360.com
0 108

ଏସ.ଏନ.ମହାନ୍ତି । ବୟସ ୬୨ ବର୍ଷ । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୫୦ ମିଲିୟନ । ସେ ଓଡ଼ିଶାରେ ରୁହନ୍ତିି । ସେ ଏସ.ଏନ ମହାନ୍ତି ଗ୍ରୁପର ମାଲିକ । ଓଡ଼ିଶାର ପ୍ରତି ସହରରେ ସେ ବେଶ ଜଣାଶୁଣା । ସେ ଓଡ଼ିଶର ଧନୀ ଭାବରେ ୫ମ ସ୍ଥାନରେ ଅଛନ୍ତି ।

ବିଡି ପଟ୍ଟନାୟକ । ବୟସ ହେଉଛି ୬୨ ବର୍ଷ । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୫୫ ମିଲିୟନ । ସେ ଓଡ଼ିଶାରେ ରୁହନ୍ତି । ତାଙ୍କର କେତେକ ମାଇନିଙ୍ଗ ଫାର୍ମ ରହିଛି । ସେ ଓଡ଼ିଶାର ଧନୀ ଭାବରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି ।

ଦିଲ୍ଲିପ କୁମାର ରାୟ । ବୟସ ୬୦ ବର୍ଷ । ତାଙ୍କର ୬୦ ମିଲିୟନ ସମ୍ପତ୍ତି ରହିଛି । ମେଫେୟାର ହୋଟେଲ ଆଣ୍ଡ ରିସର୍ଟର ସେ ମାଲିକ । ସେ ଧନୀ ଭାବରେ ୩ୟ ସ୍ଥାନରେ ଅଛନ୍ତି ।

 

ମହିମାନନ୍ଦ ମିଶ୍ର । ବୟସ ୫୨ ବର୍ଷ । ସେ ୭୦ ମିଲିୟନ ସମ୍ପତ୍ତିର ମାଲିକ । ଓଏସଏଲ ଗ୍ରୁପର ସେ ମାଲିକ ।ସେ ଧନୀ ଭାବରେ ୨ୟ ସ୍ଥାନରେ ଅଛନ୍ତି ।

 


ବଂଶୀଧର ପଣ୍ଡା ।ବୟସ ୬୫ ବର୍ଷ । ସେ ୭୫ ମିଲିୟନ ସମ୍ପତ୍ତିର ମାଲିକ । ସେ ମଧ୍ୟ ଓଡ଼ିଶାରେ ରୁହନ୍ତି । ଇମଫା ଏବଂ ଅରଟେଲର ସେ ମାଲିକ ମଧ୍ୟ । ସେ ଓଡ଼ିଶାର ୧ମ ଧନୀ ଭାବରେ ବେଶ ଜଣାଶୁଣା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More