Only for Entertainment

ଯଦି ଆପଣଙ୍କ ଦାନ୍ତରେ ମଧ୍ୟ ଯନ୍ତ୍ରଣା ହେଉଛି ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର । ଚୁଟକୀରେ ଦୂର ହେବ ସମସ୍ୟା ।

3vdental.com
0 43

ଅଧିକାଂଶ ସମୟ ଦିନକୁ ଦୁଇ ଥର ବ୍ରଶ କରିବା ପରେ ମଧ୍ୟ ଆମ ଦାନ୍ତରେ ଯନ୍ତ୍ରଣା ହୋଇଥାଏ । ଏଭଳି ପରିସ୍ଥତିରେ କ’ଣ କଲେ ଏହି ସମସ୍ୟା ଦୂର ହେବ ଆସନ୍ତୁ ଆଲୋଚନା କରିବା ।

ସୋରିଷ ତେଲରେ ଏଭଳି କିଛି ଗୁଣ ରହିଛି ଯାହା ଦାନ୍ତ ସମସ୍ୟାକୁ ଦୂର କରିଥାଏ । ଏଥିରେ ଭିଟାମିନ,ମିନେରାଲସ ଓ କ୍ୟାରୋଟିନ ରହିଛି । କେବଳ ସେତିକି ନୁହେଁ ସେଥିରେ କ୍ୟାଲସିୟମ,ମ୍ୟାଗ୍ନେସିୟମ,ଆଇରନ ଓ ଫ୍ୟାଟି ଏସିଡ ରହିଥାଏ । ଏହା ଦାନ୍ତର ଯନ୍ତ୍ରଣାକୁ ଚୁଟକୀରେ ଦୂର କରିଥାଏ ।

ସୋରିଷ ତେଲ ଦାନ୍ତର ଯନ୍ତ୍ରଣା ଅପେକ୍ଷା ପାୟରିଆକୁ ମଧ୍ୟ ଭଲ କରିଥାଏ । ଯେଉଁ ଦାନ୍ତରେ ଯନ୍ତ୍ରଣା ହେଉଥାଏ ସେହି ସ୍ଥାନରେ ସୋରିଷ ତେଲ ଲଗାନ୍ତୁ ଆରାମ ମିଳିବ ।

ଏହା ବ୍ୟତୀତ ପାୟରିଆ ହୋଇଥିଲେ ସୋରିଷ ତେଲରେ ଲୁଣ ମିଶାଇ ବ୍ରଶ କରିବା ଦ୍ୱାରା ଏହା ଭଲ ହୋଇଥାଏ ।
ସୋରିଷ ତେଲ ଦାନ୍ତର ହଳଦିଆ ଅଂଶକୁ ମଧ୍ୟ ଭଲ କରିଥାଏ । ପ୍ରତିଦିନ ସକାଳ ଓ ସଂଧ୍ୟାରେ ଏହିଭଳି ବ୍ରଶ କରିବା ଦ୍ୱାରା ଆରାମ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More