Only for Entertainment

ପ୍ରିନ୍ସ ହ୍ୟାରୀ ଏବଂ ମେଗନଙ୍କ ବିବହର ମଜା ନେଉଛନ୍ତି ଋଷି କପୁର, ସେୟାର କଲେ ଫନି ଭିଡିଓ…

Bollywood Tadka
0 57

ପ୍ରିନ୍ସ ହ୍ୟାରୀ ଏବଂ ଅଭିନେତ୍ରୀ ମେଗନ ମର୍କେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପୁରା ଦୁନିଆରେ ଦୁହିଁଙ୍କ ରାଜକୀୟ ବିବାହର ଖୁସି ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ କାହାକୁ ଖାତିର ନକରି ଟୁଇଟ କରି ଚର୍ଚ୍ଚାରେ ରହୁଥିବା ଋଷି କପୁର ନିକଟରେ ତାଙ୍କ ଟ୍ୱିଟରରେ ଏକ ଫନି ଭିଡିଓ ସେୟାର କରିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ଫନି ଭିଡିଓ ଆଉ କାହାର ନୁହେଁ ବରଂ ପ୍ରିନ୍ସ ହ୍ୟାରୀ ଏବଂ ମେଗନ ମର୍କେଲଙ୍କର ।

ଭିଡିଓରେ ଓରିଜିନାଲ ଅଡିଓ କାଟି ରାଜ କପୁରଙ୍କ ଏକ ଡାଇଲଗ ଦିଆଯାଇଛି । ଭିଡିଓକୁ ଲେକେ ଖୁବ ସେୟାର କରୁଥିବା ଦେଖିବାକୁ ମିଳିଛି । ଭିଡିଓ କ୍ୟାପସନରେ ଋଷି କପୁର ଲେଖିଛନ୍ତି ବିବାହ ସମୟରେ ଡବଂ ଭିଡିଓ । କେବଳ ଭାରତରେ ରିଲିଜ ପାଇଁ । ୨୨ ସେକେଣ୍ଡର ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିବା ସହିତ ଲାଇକ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More