Only for Entertainment

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଭାରତ ଫେରିବା ପରେ ଋଷି କପୁର ପ୍ରଥମେ କରିବେ ଏହି କାମ ।

bollywood tadka
91

ବଲିଉଡ ଆକ୍ଟର ଋଷି କପୁର ଆମେରିକାରେ ଚିକିତ୍ସିତ ହେଉଛନ୍ତି । ଅବଶ୍ୟ ଏପର୍ଯ୍ୟନ୍ତ ଏହା ଜଣାପଡ଼ି ନାହିଁଯେ ସେ କେଉଁ ରୋଗରେ ପିଡ଼ିତ । ଏହି ଋଷି କପୁରଙ୍କୁ ନେଇ ଆସିଛି ଏକ ଭଲ ଖବର । କୁହାଯାଉଛିଯେ ଋଷି ମାର୍ଚ୍ଚ ଶେଷ ସୁଦ୍ଧା ଭାରତ ଫେରି ଆସିବେ । ଖବର ମୁତାବକ ଋଷି ଭାରତ ଫେରିବା ପରେ ପ୍ରଥମେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହ କରିବେ ।

alia ranveer

ଋଷି ପ୍ରଥମେ ଆଲିୟାଙ୍କ ପରିବାର ସହିତ ଦେଖା କରି ପଣ୍ଡିତଙ୍କୁ କହି ଭଲ ମୁହୂର୍ତ୍ତ ବାହାର କରିବେ । ରଣବୀର ଏବଂ ଆଲିୟାଙ୍କ ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଖୁବଶୀଘ୍ର ଦୁଇଜଣ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More