Only for Entertainment

ଆର୍ଭେଜଂର୍ସ ସିରିଜ ଉପରେ ପଡ଼ିଲା ରୋହିତ ସେଟ୍ଟୀଙ୍କ ନଜର, ଖୁବଶୀଘ୍ର…….. ।

bollywood tadka
31

ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫିଲ୍ମ ସୁପରହିଟ ହୁଏ ଏହା ସମସ୍ତେ ଜାଣନ୍ତି । ତାଙ୍କ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହେବା ସହିତ ଚାଂଚଲ୍ୟ ମଧ୍ୟ ସୃଷ୍ଟି କରେ । କହିରଖୁଛୁଯେ ରୋହିତ ସେଟ୍ଟୀ ଏବେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ସୂର୍ଯ୍ୟବଂଶୀ ନିର୍ମାଣ କରୁଛନ୍ତି । ଏବେ ଏଭଳି ମଧ୍ୟ ଖବର ଆସିଛିଯେ ରୋହିତ ମହିଳା ପୋଲିସ ଉପରେ ଫିଲ୍ମ ନିର୍ମାଣ କରିବେ । ଏହା ପୂର୍ବରୁ ପୋଲିସ ଉପରେ ଆଧାରିତ ସିଙ୍ଘମ ଏବଂ ସିମ୍ବା ମଧ୍ୟ ନିର୍ମାଣ କରି ସାରିଛନ୍ତି ।

ଏହି ଥର କିନ୍ତୁ ଘଟଣା ପୂରା ଅଲଗା । ରୋହିତଙ୍କୁ ଆସିଛି ଭିନ୍ନ ଉପାୟ । ଯାହାକୁ ସେ ପୂରା କରିବାକୁ ଚାହୁଁଛନ୍ତି । ସେ କହିଛନ୍ତିଯେ ଏହି ଫିଲ୍ମରେ ରୋଲ ଫାଇନାଲ କରିବା ପାଇଁ ଏବେ କିଛି ସମୟ ରହିଛି । ତେବେ ଏହି ଆଇଡିଆ ତାଙ୍କୁ ହଲିଉଡରୁ ଆସିଛି । ଆଭେଂଜର୍ସ ସିରିଜରୁ ପ୍ରେରିତ ହୋଇ ବଲିଉଡରେ କପ ୟୁନିଭର୍ସ ନିର୍ମାଣ ପାଇଁ ଉପାୟ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More