Only for Entertainment

ବନ୍ଧୁ ମେଗନ ମର୍କେଲଙ୍କ ବିବାହରେ କିଛି ଏଭଳି ଅନ୍ଦାଜରେ ପହଂଚିଲେ ପ୍ରିୟଙ୍କା ଚୋପ୍ରା, ଦେଖନ୍ତୁ ଭିଡିଓ ଏବଂ ଫଟୋ ।

instagram
0 59

ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବ୍ରିଟେନର ରାଜକୁମାର ପ୍ରିନ୍ସ ହ୍ୟାରିଙ୍କ ବିବାହ ଆମେରିକାର ଅଭିନେତ୍ରୀ ମେଗନ ମର୍କଲେଙ୍କ ସହ ହେଉଥିବା ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଆସିବା ଆରମ୍ଭ ହୋଇଗଲାଣି । ଦେଖନ୍ତୁ ଭିଡିଓ-


ଏହାପୂର୍ବରୁ ସେ ଏକ ଝିଅ ମାନଙ୍କ ଗ୍ରୃପ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ସେଥିରେ ଲେଖିଥିଲେ ‘ବିବାହ ପୂର୍ବରୁ ମସ୍ତି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More