Only for Entertainment

ରିଲିଜ ହୋଇଛି ‘ରୁକା ହୁଁ’ର ଡୁଏଟ ସଙ୍ଗର ଷ୍ଟୁଡିଓ ଭର୍ସନ ।

29

ବଲିଉଡର ହିଟ ଗୀତର ଭିଡ ମଧ୍ୟରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି ମ୍ୟୁଜିକ ଭିଡିଓ । ବିଭିନ୍ନ ସ୍ୱାଦ ନେଇ ପ୍ରସ୍ତୁତ ହୁଏ ଭଳିକି ଭଳିକି ମ୍ୟୁଜିକ ଭିଡିଓ ।ଏବେ ସିଙ୍ଗର ତଥା ସଂଗୀତ ନିର୍ଦ୍ଦେଶକ ସଚିନ ଜିଗରଙ୍କ ଗୀତ ଶ୍ରୋତାଙ୍କ ଗହଣରେ ବେଶ ପପୁଲାର ହେବାରେ ଲାଗିଛି । ରିଲିଜ ହୋଇଛି ‘ରୁକା ହୁଁ’ର ଡୁଏଟ ସଙ୍ଗ ।

ନିସ୍ୱାର୍ଥପର ଭଲ ପାଇବା କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ମ୍ୟୁଜିକ ଭିଡିଓ ରୁକା ହୁଁ । ପପୁଲାର ସଂଗୀତ ନିର୍ଦ୍ଦେଶକ ସଚିନ-ଜିଗରଙ୍କ ଏହି ଗୀତରେ ଦେଖିବାକୁ ମିଳିଛି ରୋମାଟିଂକ ଟ୍ରାକ । ପୂର୍ବରୁ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା ଓ ଶ୍ରୋତାଙ୍କୁ ବେଶ ପସନ୍ଦ ଆସିଥିଲା । ଏବେ ରିଲିଜ ହୋଇଛି ଏହାର ଷ୍ଟୁଡିଓ ଭର୍ସନ । ସଚିନ ସରାରିଆ ଓ ଶାମଲି ଖାଲଗୋଡେଙ୍କୁ ନେଇ ପିକଚରାଇଜ କରାଯାଇଛି ଏହି ଗୀତ । ଅରୁଣିମା ଶର୍ମାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ରୋମାଂଟିକ ମ୍ୟୁଜିକ ଭିଡିଓ ରୁକା ହୁଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More