Only for Entertainment

ପୁଣି ଥରେ ଏହି ଫିଲ୍ମରେ ଏକା ସହ ନଜର ଆସିବେ ସବ୍ୟ-ଏଲିନା

you tube
39

ଏବର୍ଷ ପୁଣି ଏକ ବିଗ୍ ବ୍ୟାନର ସିନେମାରେ କାମ କରୁଛନ୍ତି ସବ୍ୟସାଚୀ-ଏଲିନା । ଆମର ମ୍ୟୁଜିକ୍ ପ୍ରାଇଭେଟ୍ ଲିମିଟେଡ୍ରପ୍ରଥମ ସିନେମା ‘ମାଲ୍ ମହୁ, ଜୀବନ ମାଟି,ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟକରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀଏଲିନା । ଆଗରୁ ଏହି ଯୋଡିକୁ ଦର୍ଶକଗତ ବର୍ଷ ଦୁଇଟି ସିନେମାରେଦେଖିବାକୁ ପାଇଥିଲେ ।

ଏହିସିନେମା ହେଲା ଟୋକାଟାଫସିଗଲା ଏବଂ ଫୋରଇଡିଅଟସ୍ । ‘ମାଲ୍ ମହୁ, ଜୀବନମାଟି, ଭାଗ୍ୟର ନୋଗ୍ୟାରେଣ୍ଟି’ରେ ତୃତୀୟ ଥର ଲାଗିଏକାଠି ଆସୁଛନ୍ତି ସବ୍ୟ-ଏଲିନା ।ଏହା ରିଲିଜ୍ ହେଲେ ହାଟ୍ରିକ୍କରିବେ ଏହି ଯୋଡି ।ଏହି ଫିଲ୍ମର ନିର୍ଦ୍ଦେଶନାଦେଉଛନ୍ତି ରମେଶ ରାଉତ । ଏହିଓଡ଼ିଆ ସିନେମାର ସଂଳାପଲେଖିଛନ୍ତି ଡ଼ ନିର୍ମଳ ନାୟକ ଓଏଥିରେ ସଙ୍ଗୀତ ନିର୍ଦ୍ଦେଶନାଦେଇଛନ୍ତି ଅଭିଜିତ୍  । ଇତି ମଧ୍ୟରେ ସିନେମାର ସୁଟିଂ ଶେଷ ପର୍ଯ୍ୟାୟରେ ରହିଛି । ଯାହା ଜଣାଯାଉଛି ଏହା ଖୁବ୍ ଶୀଘ୍ର ରିଲିଜ୍ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More