Only for Entertainment

ସବ୍ୟସାଚୀ ଶତପଥିଙ୍କୁ ମିଳିଲା ବଡ଼ ଅଫର,ୱେବ ଶୋ’ରେ ଏହି ଚରିତ୍ରରେ ନଜର ଆସିବେ ।

The Indian Express
0 47

ବିଗବସ ପ୍ରତିଯୋଗୀ ସବ୍ୟସାଚୀ ଶତପଥିଙ୍କୁ ଏକ ବଡ଼ ଅଫର ମିଳିଛି । ସେ ଅପକମିଂ ୱେବ ଶୋ ‘ଡ୍ରାଇଙ୍ଗ ଦ ଲାଇଡ଼’ରେ ନଜର ଆସିବେ । ଆକ୍ଟର ସୌମ୍ୟା ବାନାର୍ଜୀ ତାଙ୍କ ଲଭର ଭାବରେ ନଜର ଆସିବେ ।

ନୂଆ ଶୋ ମିଳିବା ପରେ ସବ୍ୟସାଚୀ ସେହି ଶୋ ବିଷୟରେ କହିଛନ୍ତି । ଯାହାର କାହାଣୀ ଦୁଇ ଗେ ପୁଅଙ୍କର ଲଭଷ୍ଟୋରୀ । ସେମାନଙ୍କ ମଧ୍ୟରୁ ଜଣେ ଏକ ମହିଳାଙ୍କୁ ବିବାହ କରୁଛନ୍ତି ଏବଂ ସମାଜ ସହ ଆଗକୁ ବଢୁଛନ୍ତି । ସେ ଶୋ’ରେ ସମୀର ଭୂମିକାରେ ନଜର ଆସିବେ । ଏହା ଅତୀତ ଓ ବର୍ତ୍ତମାନକୁ ନେଇ ଦର୍ଶାଯାଇଛି । ତେବେ ଏହି ନୂଆ ଶୋ ପାଇଁ ସେ ଖୁବ ଏକ୍ସାଇଟେଡ ଅଛନ୍ତି । ସେ ତାଙ୍କ ଇଂଷ୍ଟା ଆକାଉଂଟରେ ଏହି ବିଷୟରେ ଜଣାଇଛନ୍ତି ।

ଯଦିଓ ସବ୍ୟସାଚୀ ବିଗବସ ଘରେ ଲମ୍ବା ସମୟ ଧରି ରହିପାରିନଥିଲେ ତଥାପି ସେ କମ ସମୟରେ ଜନପ୍ରିୟତା ହାସଲ କରି ପାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More