Only for Entertainment

ଚିନ୍ତିତ ହୋଇ କ୍ଲିନିକରୁ ବାହାରିଲେ ସୈଫ-କରୀନା ।

bollywood tadka
43

ବଲିଉଡ ଅଭିନେତ୍ରୀ କରୀନା କପୂର ବୁଧବାରକୁ ପତି ସୈଫଙ୍କ ସହିତ ଏକ କ୍ଲିନିକ ବାହାରେ ସ୍ପଟ ହୋଇଛନ୍ତି । ଏହି ସମୟରେ କରୀନା ୱାନ ସୋଲଡର କମଳା ରଙ୍ଗର ଡ୍ରେସରେ ନଜର ଆସିଥିବା ବେଳେ ସୈଫ କାଜୁଆଲ ଲୁକରେ ନଜର ଆସିଛନ୍ତି । କ୍ଲିନିକରୁ ବାହାରିବା ମାତ୍ରେ ମିଡିଆ କ୍ୟାମେରାରେ ତାଙ୍କ ଫଟୋକୁ କଏଦ କରି ନେଇଥିଲେ । ଖାସ କଥା ହେଉଛିଯେ ଦୁଇଜଣ ଅଲଗା ଅଲଗା ହୋଇ କ୍ଲିନିକରୁ ବାହାରିଲେ ଏବଂ କରୀନା କ୍ୟାମେରାରେ ପୋଜ ମଧ୍ୟ ଦେଲେ ନାହିଁ । ଦୁଇଜଣ ପ୍ରାୟ ଚିନ୍ତିତ ଥିବାର ନଜର ଆସିଛି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କରୀନା ଖୁବଶୀଘ୍ର ଫିଲ୍ମ ଗୁଡନ୍ୟୁଜରେ ନଜର ଆସିବେ । ତାଙ୍କ ଅପୋଜିଟରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More