Only for Entertainment

ତୈମୁରଙ୍କୁ ନେଇ ପାପା ସୈଫ କହିଲେ- ‘ଦୟାକରି ତା’ ପଛରେ ପଡ ନାହିଁ’

Hindustan Times
41

କିଛି ସମୟରୁ ସୈଫ ଅଲ୍ଲୀ ଖାନ ଖୁବ ଚିନ୍ତାରେ ଅଛନ୍ତି । ସୈଫଙ୍କ ଏହି ଚିନ୍ତାର କାରଣ ଆଉ କେହି ନୁହଁନ୍ତି ପୁଅ ତୈମୁର ଅଟେ । ଆଜ୍ଞା ହିଁ, ପୁଅ ତୈମୁର ପାଇଁ ସୈଫଙ୍କୁ ଏବେ ରାଗ ମୁଡରେ ଦେଖିବାକୁ ମିଳୁଛି ।

ନିକଟରେ ସୈଫ ଅଲ୍ଲୀ ଖାନ ଏକ ଇଣ୍ଟରଭ୍ୟୁରେ କହିଥିଲେ, ମିଡିଆ କ୍ୟାମେରା ପର୍ସନଲଙ୍କୁ ଛୁଆର ପଛରେ ପଡିବା କଥା ନୁହେଁ । ପୁଇ ତୈମୁରଙ୍କୁ ନେଇ ସୈଫ କହିଥିଲେ- ତୈମୁର ଏବେ ଛୁଆ । ପାପାରାଜୀ ଯେବେ ତା’ର ଫଟୋ ନେଇଥାନ୍ତି ଫ୍ଲାସର ବ୍ୟବହାର କରିଥାନ୍ତି ।

taimur ali

ସୈଫ ଆହୁରି ମଧ୍ୟ କହିଛନ୍ତି- କ୍ୟାମେରା ଫ୍ଲାସ ପାଇଁ ତୈମୁରଙ୍କୁ ଅସୁବିଧା ହେଉଛି । ସେଥିପାଇଁ ମୁଁ ପପାରାଜୀଙ୍କୁ ତୈମୁର ଫଟୋ ନେବା ପାଇଁ ମନା କରିଥିଲି ।’ କହିରଖୁଛୁ ଯେ, ପାପାରାଜୀଙ୍କ ଉପରେ ରାଗି ସୈଫ କହିଥିଲେ, ‘ଏପରି କର ନାହିଁ, ମୋ ଛୁଆ ଅନ୍ଧ ହୋଇଯିବ ।’ ଏହା ସହ ସେ ପାପାରଜୀଙ୍କୁ ବିନତି କରି କହିଥିଲେ, ତୈମୁର ପଛରେ ପଡିବା ବନ୍ଧ କର । ସେ ଏବେ ଛୋଟ ଛୁଆ ଷ୍ଟାର ନୁହେଁ ।

କହିରଖୁଛୁ ଯେ, ଏହା ପ୍ରଥମଥର ନୁହେଁ ଯେ, ତୈମୁରଙ୍କ ଫଟୋକୁ ନେଇ ସୈଫ କିମ୍ବା କରୀନା ନିଜ ରାଗକୁ ପ୍ରକାଶ କରିଛନ୍ତି । ପପାରାଜୀ ତୈମୁରଙ୍କୁ ସବୁଠାରେ ସ୍ପଟ କରିଥାନ୍ତି ଏବଂ ଫଟୋ ନେବା ପାଇଁ ଭିଡ ଲଗାଇଥାନ୍ତି । ଏହା କରୀନା ଏବଂ ସୈଫଙ୍କୁ ପସନ୍ଦ ଆସେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More