Only for Entertainment

‘ସାକ୍ରେଡ ଗେମ୍ସ ଟୁ’ରେ ନଜର ଆସିବେ ‘ଭାବିଜୀ ଘର ପର ହୈ’ର ଏହି କଳାକାର ।

aajtak
39

ଟିଭି ସିରିଅଲ ‘ଭାବିଜୀ ଘର ପର ହୈ’ରେ ଅନୋଖେ ଲାଲ ସକସେନା ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ସାନନ୍ଦ ବର୍ମାଙ୍କୁ ସାକ୍ରେଡ ଗେମ୍ସ ଟୁରେ କାମ ମିଳିଛି ।ଅନୁରାଗ କଶ୍ୟପ ଏବଂ ବିକ୍ରମାଦିତ୍ୟ ମୋଟବାନି ନିର୍ଦ୍ଦେଶିତ ନେଟଫ୍ଲିକ୍ସର ପ୍ରସିଦ୍ଧ ୱେବସିରିଜ ସିକ୍ରେଡ ଗେମ୍ସର ପ୍ରଥମ ସିଜନ ୬ ଜୁଲାଇକୁ ଆସିଥିଲା ।ଏହି ୱେବସିରିଜ ଖୁବ ଲୋକପ୍ରିୟ ହୋଇଥିଲା ଏବଂ ଦର୍ଶକ ଏବେ ଏହାର ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରିଛନ୍ତି ।

 

ସ୍ପଟବଏର ରିପୋର୍ଟ ଅନୁସାରେ ସକସେନଙ୍କ ଚରିତ୍ରରେ ଅଭିନୟ କରୁଥିବା ସାନନ୍ଦ ସାକ୍ରେଡ ଗେମ୍ସରେ ଏକ ମୁଖ୍ୟ ଚରିତ୍ରରେ ନଜର ଆସିବେ ।ଭାବିଜୀ ଘର ପର ହୈରେ ଖୁବ ଫନି ଚରିତ୍ରରେ ଅଭିନୟ କରୁଥିବା ସାନନ୍ଦ ଅନୁରାଗଙ୍କ ସିରିଜରେ ନେଗେଟିଭ ରୋଲ କରିବେ ।

 

 

View this post on Instagram

 

भाभी जी के एक नए एपिसोड में भिखारी बना हूँ. I Like it ?

A post shared by Saanand Verma (@saanandverma) on

ଖବର ଅନୁସାରେ ଏହାର ସୁଟିଂ ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More