Only for Entertainment

ଭାରତ ପୂର୍ବରୁ ର୍ୟାମ୍ପରେ ନଜର ଆସିଲା ସଲମାନ ଓ କ୍ୟାଟ୍ରିନାଙ୍କ କେମେଷ୍ଟ୍ରି ।

aajtak
0 47

ବୁଧବାର ଦିନ ସଲମାନ ଓ କ୍ୟାଟ୍ରିନା ୯ ବର୍ଷ ପରେ ର୍ୟାମ୍ପକୁ ଫେରିଛନ୍ତି । ସେ ଡିଜାଇନର ମନୀଷ ମଲହୋତ୍ରାଙ୍କ ପାଇଁ ଶୋ ଷ୍ଟପର ଭାବରେ ନଜର ଆସିଥିଲେ । ଏହି ମଧ୍ୟରେ ଦୁଇ ଜଣଙ୍କର କେମେଷ୍ଟ୍ରି ନଜର ଆସିଥିଲା । କିନ୍ତୁ ଦୁଇ ଜଣ ର୍ୟାମ୍ପରେ ଅଲଗା ଅଲଗା ହୋଇ ପ୍ରବେଶ କରିଥିଲେ । ଫ୍ୟାଶନ ଶୋ’ରେ ମନୀଷ ମଲହୋତ୍ରା ଇଣ୍ଡୋ ପାର୍ସିଆନ କଲେକ୍ସନ ଦେଖାଇଥିଲେ ।

ଏହା ପ୍ରଥମ ଥର ଥିଲା ଯେତେବେଳେ ସଲମାନ ମନୀଷଙ୍କ ପାଇଁ ର୍ୟାମ୍ପକୁ ଆସିଥିଲେ । ଫିଲ୍ମ ଭଳି ର୍ୟାମ୍ପରେ ମଧ୍ୟ ଦୁଇ ଜଣଙ୍କ ଯୋଡ଼ି ଖୁବ ଧୁମ ମଚାଇଲା ଏବଂ ସେମାନେ ଷ୍ଟେଜକୁ ଆସିବା ମାତ୍ରେ ଖୁବ ଭାତ୍ରାରେ ତାଳି ଏବଂ ସିଟି ବାଜିବାକୁ ଲାଗିଲା । ସବୁଠାରୁ ମଜାଦାର କଥା ହେଉଛି କ୍ୟାଟ ସଲମାନଙ୍କୁ ଗାଇଡ କରୁଥିବାର ନଜର ଆସିଥିଲେ ଏବଂ ସଲମାନ ଖୁବ ଫନି ମୁଡରେ ନଜର ଆସିଥିଲେ ।

 

ମନୀଷଙ୍କୁ ସପୋର୍ଟ କରିବା ପାଇଁ ଭୂମି ପେଡନେକର,ସାରା ଅଲି ଖାନ,ଜାହ୍ନବୀ କପୁର,ମୌନି ରୟ, ଈଶାନ ଖଟ୍ଟର,ଲାରା ଦତ୍ତା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More