Only for Entertainment

ଖବରକୁ ମିଛ କହିଲେ ମୌନି । ସଲମାନଙ୍କ ସହିତ ଦବଙ୍ଗରେ ଆସିବେନି ନଜର ।

aajtak
0 37

କିଛି ଦିନ ପୂର୍ବରୁ ଖବର ଆସୁଥିଲାଯେ ନାଗିନ ମୌନି ରୟ ସଲମାନଙ୍କ ସହିତ ଦବଙ୍ଗ ଥ୍ରିରେ ନଜର ଆସିବେ । କିନ୍ତୁ ଏହା ଉଡ଼ା ଖବର ବୋଲି ପ୍ରମାଣିତ ହେଲା । ନିଜେ ମୌନି ଏହି ବିଷୟରେ ସୂଚନା ଦେଇଛନ୍ତି ।

ମୌନି ନିକଟରେ ମେଜବାନ ପ୍ୟାଶନ ଶୋ’କୁ ଆସିଥିଲେ । ସେଠାରେ ସେ ଏହି ଖବର ବିଷୟରେ ସୂଚନା ଦେଇଛନ୍ତି ।
ଏକ ଖବର କାଗଜରେ ଲେଖାଥିଲାଯେ ମୌନି ଦବଙ୍ଗ ଥ୍ରିରେ ନଜର ଆସିବେ । ଫିଲ୍ମରେ ତାଙ୍କର ୧୫ରୁ ୨୦ ମିନିଟର ସିନ ଥିଲା । ଏଭଳି ମଧ୍ୟ ଖବର ଥିଲାଯେ ଦବଙ୍ଗ ଥ୍ରିରେ ସଲମାନଙ୍କ ପ୍ରେମିକା ଭାବରେ ମୌନି ନଜର ଆସିବେ । ସୋନାକ୍ଷୀ ରଜ୍ଜି ଚରିତ୍ରରେ ନଜର ଆସିବେ ।

ମୌନି ଫିଲ୍ମ ଗୋଲ୍ଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମୁଖ୍ୟ ଚରିତ୍ରରେ ଅକ୍ଷୟ କୁମାର ନଜର ଆସିବେ । ଏହା ସହିତ ମୌନି ଅୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ । ଫିଲ୍ମରେ ତାଙ୍କ ସହିତ ରଣବୀର କପୁର ଏବଂ ଆଲିୟା ଭଟ୍ଟ ନଜର ଆସିବେ । ଫିଲ୍ମ ସହିତ ସେ ତାଙ୍କର ଡିଜିଟାଲ ଡେବ୍ୟୁ ମଧ୍ୟ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More