Only for Entertainment

ଖୁସି ଖବର ! ଏହି ଫିଲ୍ମର ସିକ୍ୱଲରେ ଏକାଠି ନଜର ଆସିବେ ସଲମାନ ଏବଂ ଶାହରୁଖ

you tube
18

ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ଫ୍ୟାନ୍ସ ତାଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ସର୍ବଦା ଉତ୍ସାହିତ ଥାନ୍ତି । କହିରଖୁଛୁ ଯେ ଅନେକ ବ ର୍ଷ ପରେ ସଲମାନ ଖାନ ନିଜର ନୂଆ ଫିଲ୍ମ ପାଇଁ ସଂଜୟ ଲୀଲା ଭଂସାଲୀଙ୍କ ସହିତ ହାତ ମିଳାଇବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟକୁ ନେଇ ପ୍ରତିଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମରେ ସଲମାନ ଖାନଙ୍କ ସହିତ ଶାହରୁଖ ନଜର ଆସିବେ । ଏହି ସବୁ ଖବର ଲୋକଙ୍କୁ ଖୁବ କନଫ୍ୟୁଜ କରୁଥିବା ବେଳେ ଲୋକଙ୍କ କନଫ୍ୟୁଜନ ଦୂର କରିବା ପାଇଁ ଏକ ଖବର ସାମ୍ନାକୁ ଆସିଛି ।

SRK_Salman_SLB

ଅସଲରେ ଅନେକ ଦିନରୁ ଶୁଣିବାକୁ ମିଳୁଛି ଯେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ଶାହରୁଖ ଏବଂ ସଲମାନ ଖାନ ନଜର ଆସିବେ । ସେହିପରି ଏହା ମଧ୍ୟ ଶୁଣାଯାଉ ଛି ଯେ , ସଲମାନଙ୍କୁ ନେଇ ସଂଜୟ ଏକ ଲଭ ଷ୍ଟୋରୀ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ରିପୋର୍ଟ ଅନୁସାରେ ଏହା ଦୁଇଟି ଭିନ୍ନ ଭିନ୍ନ ଫିଲ୍ମ ହେବ ।

ସଂଜୟ ଲୀଲା ଭଂସାଲୀ ଏକା ସହିତ ଦୁଇଟି ଫିଲ୍ମରେ ୩ଟି ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ପ୍ରଥମ ଫିଲ୍ମ ସେ ସଲମାନ ଖାନଙ୍କ ସହିତ କରିବେ । ଦ୍ୱିତୀୟଟି ଗଙ୍ଗୁବାଇ ଏବଂ ତୃତୀୟଟି ୧୯୫୨ରେ ରିଲିଜ ହୋଇଥିବା ଫିଲ୍ମ ‘ବୈଜୁ ବାୱାରା’ର ରିମେକ । ଏହି ଫିଲ୍ମ ପାଇଁ ସଂଜସୟ ୩ଟି ନାମ ରେଜିଷ୍ଟର କରିଛନ୍ତି । ଖବର ଅନୁସାରେ ବୈଜୁ ବାୱାରାରେ ଦୁହେଁ ସଲମାନ ଏବଂ ଶାହରୁଖ ନଜର ଆସିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More