Only for Entertainment

ସଲମାନ ପଚାରିଲେ,ହିନ୍ଦୀରେ ପ୍ରଶ୍ନ ପଚାରୁଛ ଲାଜ ଲାଗୁନି? ସାମ୍ବାଦିକ ଏଭଳି ଉତ୍ତର ଦେଲେଯେ ସଲମାନଙ୍କ ମୁହଁ ବନ୍ଦ ହୋଇଗଲା ।

amarujala
0 229

ସଲମାନଙ୍କ ରେସ ଥ୍ରି ସୁପରହିଟ ହେବ ତାଙ୍କ ଫିଲ୍ମର ଟ୍ରେଲର ଦେଖି ଜଣାପଡ଼ୁଛି । ମଙ୍ଗଳବାର ସଂଧ୍ୟାରେ ରିଲିଜ ହୋଇଥିବା ଏହାର ଏକ ଟ୍ରେଲର ପାଇଁ ପ୍ରେସ କନଫରେନ୍ସ ରଖା ଯାଇଥିଲା । ଏହି କାରଣରୁ ଫିଲ୍ମ ପୂରା କାଷ୍ଟ ଉପସ୍ଥିତ ଥିଲେ ।

ଏହି କାରଣରୁ ଏକ ସାମ୍ବାଦିକ ଏବଂ ସଲମାନଙ୍କ ମଧ୍ୟରେ ଏଭଳି କିଛି ହେଲା ଯାହା ଆପଣ ମଧ୍ୟ ଜାଣିବା ଉଚିତ । କାରଣ ଏହାପରେ ସମସ୍ତଙ୍କ ମୁହଁ ବନ୍ଦ ହୋଇ ଯାଇଥିଲା । ବାସ୍ତବରେ ସାମ୍ବାଦିକ ରେସ ଥ୍ରିର ଲିଡ ହିରୋଇନ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ହିନ୍ଦୀରେ ଏକ ପ୍ରଶ୍ନ ପଚାରିଥିଲେ । ସେ କହିଲେଯେ ଆପଣ ସିକ୍ୱେଲ କ୍ୱିନ ହୋଇଗଲେଣି । ଲଗାତାର କେତେକ ଫିଲ୍ମର ସିକ୍ୱେଲରେ ଆପଣ ନଜର ଆସୁଛନ୍ତି । ଯେମିତି ସାମ୍ବାଦିକଙ୍କ ପ୍ରଶ୍ନ ଶେଷ ହେଲା ଜ୍ୟାକଲିନ ଇଂରାଜୀରେ ଉତ୍ତର ଦେଲେ । ସେହି ସମୟରେ ସଲମାନ ଖାନ ସାମ୍ବାଦିକଙ୍କୁ କହିଲେ,ଲାଜ ଲାଗୁନି ହିନ୍ଦୀରେ ପ୍ରଶ୍ନ ପଚାରୁଛ? ସଲମାନଙ୍କ ଏତିକି କଥା ସରିବା ସାମ୍ବାଦିକ ମଧ୍ୟ ଉତ୍ତର ଦେଲେ । ସେ କହିଲେଯେ ସାର ମୋତେ ଇଂରାଜୀ ଆସୁନାହିଁ ।

ବାସ୍ତବରେ ସଲମାନ ସାମ୍ବାଦିକଙ୍କୁ ଏହି ପ୍ରଶ୍ନ ମଜାକରେ ପଚାରିଥିଲେ । ସାମ୍ବାଦିକ ମଧ୍ୟ ଏହାର ଉତ୍ତର ଦେଲେ ମଜାକରେ ଦେଇଥିଲେ । ତେବେ ସୋସିଆଲ ମିଡିଆରେ ଲଗାତାର ଭାବରେ ଫିଲ୍ମର ଚର୍ଚ୍ଚା ହେଉଛି । କିଛି ଦର୍ଶକଙ୍କୁ ଏହା ପସନ୍ଦ ଆସିଲାତ ଆଉ କାହାର ବୁଝିବାର ବାହାରେ । କିଛି ଦୃଶ୍ୟକୁ ନେଇ ସଲମାନଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More