Only for Entertainment

କିଙ୍ଗ ଖାନଙ୍କ ଦୀପାବଳୀ ପାର୍ଟିରେ ନଜର ଆସିଲେ ଭାଇଜାନ, ଭାଇରାଲ ହେଉଛି ସଲମାନ ଶାହରୁଖଙ୍କ ଫଟୋ ।

The National
23

ଶାହରୁଖ ଖାନଙ୍କ ଜନ୍ମଦିନ ଏବଂ ‘ଜିରୋ’ର ଟ୍ରେଲର ରିଲିଜ ପାର୍ଟି ପରେ କିଙ୍ଗ ଖାନ ନିଜ ବନ୍ଧୁ ଏବଂ ଖାସ ଲୋକଙ୍କ ପାଇଁ ମନ୍ନତରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଏହି ଦିୱାଲୀ ପାର୍ଟିର ଅନେକ ଫଟୋ ଏବଂ ଭିଡିଓ ତ ଆପଣ ଦେଖିଥିବେ । କିନ୍ତୁ ଏବେ ଏହି ପାର୍ଟିର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଫଟୋରେ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କୁ ଏକାଠି ଦେଖିବାକୁ ମିଳିଛି । ଫଟୋରେ ସଲମାନ ଏବଂ ଶାହରୁଖ ଖୁବ କୁଲ ଅନ୍ଦାଜରେ ନଜର ଆସିଛନ୍ତି ।

ଦେଖନ୍ତୁ ଫଟୋ-

 

View this post on Instagram

 

#SalmanKhan at #SharukhKhan Diwali Bash last night! ✨?

A post shared by Beings Salman Khan Fans (@beingssalmankhanfans) on

ଶାହରୁଖ ପ୍ରତିବର୍ଷ ନିଜ ଘରେ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଏବଂ ବଲିଉଡର ଅନେକ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥାନ୍ତି । ଚଳିତ ବର୍ଷ ପାର୍ଟିରେ ଶାହରୁଖ ପ୍ରାୟ ସବୁ କଳାକାରଙ୍କୁ ନିମନ୍ତ୍ରଣ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More