Only for Entertainment

ପୋଷ୍ଟପୋନ ହେଲା ସଲମାନ-ସୋନାକ୍ଷୀଙ୍କ ଦବଙ୍ଗ ଥ୍ରି

aajtak
116

ପ୍ରତିବର୍ଷ ଇଦରେ କିଛି ଖାସ କମାଲ କରନ୍ତି ସଲମାନ । ଅର୍ଥାତ ପ୍ରତିବର୍ଷ ଇଦ ଉପଲକ୍ଷେ ଦର୍ଶକଙ୍କୁ ଏକ ଧମାକାଦାର ଫିଲ୍ମ ଉପହାର ଦିଅନ୍ତି ଭାଇଜାନ । ନିକଟରେ ସଲମାନ ଏକ ଟ୍ୱିଟ ମାଧ୍ୟମରେ ଇଦ ଉପଲକ୍ଷେ ଫ୍ୟାନ୍ସଙ୍କୁ ଏକ ଫିଲ୍ମ ଉପହାର ଦେବେ ବୋଲି ଜଣାଇଥିଲେ । କିନ୍ତୁ ଏବେ ଲାଗୁଛି ଦର୍ଶକଙ୍କ ଆଶାକୁ ପୂରଣ କରିପାରିବେ ନାହିଁ ଦବଙ୍ଗ । ଏବେ ଖବର ଆସିଛି ସଲମାନଙ୍କ ଦବଙ୍ଗ ଥ୍ରି ୨୦୨୦ରେ ଇଦ ଉପଲକ୍ଷେ ରିଲିଜ ହୋଇପାରେ । ଫିଲ୍ମରେ ସଲମାନଙ୍କ ବିପକ୍ଷରେ ନଜର ଆସିବେ ସୋନାକ୍ଷୀ ସିହ୍ନା ।

ମିଡିଆ ରିପୋର୍ଟ ଅନୁସାରେ ସଲମାନ ଏବେ ଦବଙ୍ଗ ଥ୍ରି’କୁ ସ୍ଥଗିତ ରଖିବାକୁ ଚାହୁଁଛନ୍ତି । କଥା ଯେତେବେଳେ ଫିଲ୍ମ ରିଲିଜ ହେବାର ତେବେ ଫିଲ୍ମ ୨୦ ଡିସେମ୍ବର ୨୦୨୦କୁ ରିଲିଜ ହେବାପାଇଁ ପ୍ରସ୍ତୁ୍ତ । ଖବର ଅନୁସାରେ ଏହା ଏକ ଗମ୍ଭୀର ବିଷୟ, ତେଣୁ ନିର୍ଦ୍ଦେଶକ ପ୍ରଭୁ ଦେବାଙ୍କୁ ଏହି ବିଷୟରେ ଭାବିବା ପାଇଁ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More