Only for Entertainment

ସଲମାନଙ୍କ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ କରିବାକୁ ଯାଉଛନ୍ତି ଫିଲ୍ମରେ ଡେବ୍ୟୁ ।

starsofbollywood
0 36

ବର୍ତ୍ତମାନ ଷ୍ଟାର କିଡଙ୍କ ପିଲାଙ୍କ ଡେବ୍ୟୁ ଯେପରି ଏକ ଟ୍ରେଂଡ ଚାଲିଛି , ଏହି ତାଲିକାରେ ଆଉ ଏକ ନାଁ ଏବେ ସାମିଲ ହେବାକୁ ଯାଉଛି । ସେ ଆଉ କେହି ନୁହଁନ୍ତି ସଲମାନଙ୍କ ହିରୋଇନ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦଶାନୀ । ଭାଗ୍ୟଶ୍ରୀ ସଲମାନଙ୍କ ସହ ହିଟ ଫିଲ୍ମ ‘ମେନେ ପ୍ୟାର କିୟା’ରେ ନଜର ଆସିଥିଲେ ସେ ଏବେ ତାଙ୍କ ପୁଅକୁ ଲଂଚ କରିବାକୁ ଯାଉଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଅଭିମନ୍ୟୁ ଫିଲ୍ମ ‘ମର୍ଦକୋ ଦର୍ଦ ନେହି ହୋତା’ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଏହି ଫିଲ୍ମର ପ୍ରସ୍ତୁତି ପାଇଁ ମାର୍ଶଲ ଆର୍ଟର ଟ୍ରେନିଂ ମଧ୍ୟ ନେଉଛନ୍ତି । ରନି ସ୍କ୍ରୁବାଲା ପ୍ରଡକ୍ସନ ରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ବାସନ ବାଲା, ଯେଉଁଥିରେ ଅଭିମନ୍ୟୁଙ୍କ ବିପକ୍ଷରେ ନଜର ଆସିବେ ରାଧିକା ମଦାନ । ଏହି ଫିଲ୍ମ ସେପ୍ଟେମ୍ବରରେ ରିଲିଜ ହେବ ।

ଅଭିମନ୍ୟୁ ଏହି ଫିଲ୍ମରେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଏହି ଫିଲ୍ମ ପାଇଁ ଅଡିସନ ଦେବା ପରେ ହିଁ ସେ ମାର୍ଶଲ ଆର୍ଟ ଅଭ୍ୟାସ କରିଥିଲେ ଏବଂ ସେଲ୍ଫ ଡିଫେନ୍ସ ଆର୍ଟସ ମଧ୍ୟ ଟ୍ରେନିଂ ନେଉଛନ୍ତି । ସେ ଅକ୍ଷୟ କୁମାର, ଜାକି ଚାନ ଏବଂ ବ୍ରୁସ ଲିଙ୍କୁ ଦେଖି ବଡ ହୋଇଥିବା ଭାଗ୍ୟଶ୍ରୀଙ୍କ ପୁଅ କହିଛନ୍ତି । ଫିଲ୍ମରେ ନିଜ ଭୂମିକା ପାଇଁ ସେ ସୁଇମିଂ, ଜିମ୍ନାସ୍ଟିକ, ଯୋଗ, ଫ୍ରି ହ୍ୟାଣ୍ଡ ଟ୍ରେନିଂ, ସ୍ଟିକ ଫାଇଟିଂ ଭଳି ଅନେକ ଜିନିଷ ଶିଖୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More