Only for Entertainment

ଖ୍ରୀଷ୍ଟମାସ ପାର୍ଟିରେ ଭାଇମାନଙ୍କ ସହିତ ଠୁମକା ଲଗାଇଲେ ସଲମାନ ଖାନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ-

Zee News
24

ଦିୱାଲୀ, ଇଦ ହେଉ କିମ୍ବା ଖ୍ରୀଷ୍ଟମାସ ବଲିଉଡ ସେଲିବ୍ରିଟିମାନେ ଓ ସବୁପର୍ବ ଖୁବ ଧୁମଧାମର ସହିତ ପାଳନ କରିଥାନ୍ତି । ନିକଟରେ ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଖୁବ ମଜାଦାର ଅନ୍ଦାଜରେ ଖ୍ରୀଷ୍ଟମାସ ସେଲିବ୍ରେ ଟ କରୁଥିବାର ଦେଖିବାକୁ ମିଳିଛି । ଖ୍ରୀ ଷ୍ଟମାସ ଅବସରରେ ସଲମାନ ନିଜ ଘରେ ଏକ ପାର୍ଟି ରଖିଥିଲେ । ପାର୍ଟିରେ ସେ ମସ୍ତିଭରା ଅନ୍ଦାଜରେ ଭାଇମାନ ଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ସଲମାନ ନିଜର ଦୁଇ ଭାଇ ସୋହେଲ ଏବଂ ଅରବାଜଙ୍କ ସହିତ ଠୁମକା ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଡ୍ୟାନ୍ସ ମଝିରେ ସୋହେଲେ ଇସାରାରେ ଭିଣୋଇ ଆୟୁଷ ଶର୍ମାଙ୍କୁ ଡାକିଥାନ୍ତି । ଆପଣ ମଧ୍ୟ ଦେଖନ୍ତୁ ପରିବାରର ଏହି ମଜାଦାର ଭିଡିଓ-

 

View this post on Instagram

 

Merry Xmas to all….

A post shared by Salman Khan (@beingsalmankhan) on

ସଲମାନଙ୍କ ଫିଲ୍ମ ବିବ ଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଅଲ୍ଲୀ ଅବାସ ଜଦଫରଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିବେ । ଫିଲ୍ମରେ ସଲମାନ ଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ । ସଲମାନ ଏବଂ କ୍ୟଟ୍ରିନାଙ୍କ ବ୍ୟତୀତ ଫିଲ୍ମରେ ତବୁ ଏବଂ ଦିଶା ପଟ୍ଟାନୀ, ସୁନିଲ ଗ୍ରୋଭରଙ୍କ ପରି କଳାକର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More