Only for Entertainment

ଅନନ୍ତ ଅମ୍ବାନୀଙ୍କ ହାତରେ ଗିଟାର, ବ୍ୟାକଗ୍ରାଉଣ୍ଡରେ ନଜର ଆସିଲେ ସଲମାନ । ଦେଖନ୍ତୁ ଭାଇରାଲ ଭିଡିଓ !

100

ଭାରତର ସବୁଠାରୁ ଧନୀ ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ପ୍ରି-ୱେଡିଂ ଇଂଟରନେଟରେ ଯାଦୁ ବିଛାଇବାରେ ଲାଗିଛି । ଯାହାର ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଙ୍କସନର ଅନେକ ଭିଡିଓ ଭାଇରାଲ ହେଉଥିବା ବେଳେ ସଲମାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନ ଅମ୍ବାନୀ ପରିବାରର ପିଲାମାନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।


ଆଜ୍ଞା ହଁ, ଏହି ଭିଡିଓକୁ ଇଂଟରନେଟରେ ଖୁବ ଦେଖିବାକୁ ମିଳିଛି କାରଣ ବଲିଉଡର ସୁପରଷ୍ଟାର ସଲମାନ ଖାନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଷ୍ଟେଜ ପରଫର୍ମାନ୍ସରେ ବ୍ୟାକଗ୍ରାଉଣ୍ଡ ଡାନ୍ସର ରୂପେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More