Only for Entertainment

‘ସୁପର ଡ୍ୟାନ୍ସର’ ମଂଚରେ ଡ୍ୟାନ୍ସ ଷ୍ଟେପ କରିବାକୁ ଟାୱେଲ ବଦଳରେ ସଲମାନ ଯାହା ବ୍ୟବହାର କଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

aajtak
27

ସଲମାନ ଖାନ ଏବେ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ କ୍ୟାଟ୍ରିନା କୈଫଙ୍କ ସହିତ ରିଆଲିଟି ଶୋ ମଂଚରେ ଫିଲ୍ମର ପ୍ରମୋଶନ କରୁଥିଲେ । ନିକଟରେ ସଲମାନ ଏବଂ କ୍ୟାଟ୍ରିନା ‘ସୁପର ଡ୍ୟାନ୍ସର ଥ୍ରି’ ମଂଚରେ ପହଂଚିଥିଲେ । ଲିଟିଲ ଚାମ୍ବିଅନ୍ସଙ୍କ ସହିତଖୁବ ମସ୍ତୀ କଲେ ଭାଇଜାନ ।

ଦବଙ୍ଗ ଆକ୍ଟର ମଂଚ ଉପରେ ହିଟ ଗୀତ ‘ଜିନେ କେ ହୈ ଚାର ଦିନ’ ରେ ସିଗ୍ନେଚର ଷ୍ଟେପ ରେ ଡ୍ୟାନ୍ସ କଲେ, କିନ୍ତୁ ସଲମାନଙ୍କ ଏହି ଅନ୍ଦାଜ ଥିଲା ସବୁଠାରୁ ନିଆରା ।

ବାସ୍ତବରେ ସଲମାନ ଟାୱେଲ ବଦଳରେ ଜଣେ ପ୍ରତିଯୋଗୀଙ୍କୁ ଟାୱେଲ ଭଳି ବ୍ୟବହାର କରି ସିଗ୍ନେଚର ଷ୍ଟେପ କଲେ । ଏହି ଫଟୋ ଏବେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More