Only for Entertainment

ଚାଇନାରେ ମୁକ୍ତିଲାଭ କରିବ ବଜରଙ୍ଗୀ ଭାଇଜାନ୍ ।

variety
0 49

ଚାଇନାରେ ମୁକ୍ତିଲାଭ କରିବ ସଲମାନ ଖାନଙ୍କ ସୁପରହିଟ୍ ସିନେମା ବଜରଙ୍ଗି ଭାଇଜାନ୍ । ଜାତୀୟ ସମ୍ମାନ ପ୍ରାପ୍ତ ଏହି ସିନେମାଟି ୨ ମାର୍ଚ୍ଚରେ ଚୀନ୍ର ସିନେମାଘର ଗୁଡିକରେ ମୁକ୍ତିଲାଭ କରିବ । ଚାଇନାର ୮ ହଜାର ସ୍କ୍ରିନରେ ମୁକ୍ତିଲାଭ କରିବା ବଜରଙ୍ଗୀ ଭାଇଜାନ୍ ।

ଚୀନରେ ଏହାର ପ୍ରିମିୟ୍ର୍ ଶୋ କାର୍ଯ୍ୟକ୍ରମ ପାଇଁ ଯୋଗ ଦେଇଥିଲେ ନିର୍ଦ୍ଦେଶକ କବିର ଖାନ୍ ଓ ଚାଇଲ୍ଡ ଆର୍ଟିଷ୍ଟ ହର୍ଷାଲି ମଲହୋତ୍ରା । ଫିଲ୍ମରେ ସଲମାନ୍ ଖାନ୍, ନୱାଜୁଦ୍ଦିନ ସିଦ୍ଧିକି, କରୀନା କପୁର ଖାନ୍ ଓ ହର୍ଷାଲି ମଲହୋତ୍ରାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଏହି ସିନେମାଟି ମଧ୍ୟ ଚାଇନାରେ ହଜାର୍ ହଜାର୍ କୋଟି ରୋଜଗାର୍ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More