Only for Entertainment

ସଲମାନଙ୍କ ସହିତ ସ୍କ୍ରିନ ଶେୟାର କରିବା ପରେ ମଧ୍ୟ କାହିଁକି ଖୁସି ନାହାଁନ୍ତି ଦିଶା ପାଟନୀ?

Wallsharp.com
47

ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ନିକଟରେ ଫିଲ୍ମ ଭାରତରେ ନଜର ଆସିଛନ୍ତି । ଯେଉଁଥିରେ ତାଙ୍କୁ ସଲମାନଙ୍କ ସହିତ ସ୍କ୍ରିନ ଶେୟାର କରିବାର ସୁଯୋଗ ମିଳିଛି । ଫିଲ୍ମ ୨୦୦ କୋଟିର ବିଜନେସ କରିଛି । ଫିଲ୍ମରେ ସଲମାନ ଏବଂ ଦିଶାଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିଛନ୍ତି ।

ଖବର ଅନୁସାରେ ସଲମାନଙ୍କ ସହିତ ଫିଲ୍ମ ଭାରତରେ ସ୍କ୍ରିନ ଶେୟାର କରିବା ପରେ ମଧ୍ୟ ଦିଶା ପାଟନୀ ଖୁସି ନାହାଁନ୍ତି । ଯାହା ପଛର କାରଣ ହେଉଛି ଦିଶାଙ୍କୁ ସଲମାନଙ୍କ ସହିତ ତ ସ୍କ୍ରିନ ଶେୟାର କରିବାର ସୁଯୋଗ ମିଳିଲା କିନ୍ତୁ କ୍ୟାଟ୍ରିନା କୈଫଙ୍କ ସହିତ ଦିଶାଙ୍କୁ ଗୋଟିଏ ମଧ୍ୟ ଦୃଶ୍ୟ କରିବାର ସୁଯୋଗ ମିଳିନାହିଁଁ । ଏହାକୁ ନିଜର ଦୁର୍ଭାଗ୍ୟ ବୋଲି କହୁଛନ୍ତି ଦିଶା । ଏହି କଥାରେ ଦିଶା ନିରାଶ ହୋଇଛନ୍ତି । ତେବେ ସଲମାନଙ୍କ ସହିତ ସ୍କ୍ରିନ ଶେୟାର କରି ସେ ବେଶ ଖୁସି ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More