Only for Entertainment

ଶାହରୁଖ ଖାନଙ୍କ ଦିୱାନା ହେଲେ ସଲମାନ ଖାନ, ଭିଡିଓ ସେୟାର କରି କଲେ ସଲାମ

latestly
40

ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ନେଇ କିଏ ବା ଅଜଣା । ବଲିଉଡର ଏହି ଦୁଇ ଖାନ ଯେବେ ବି ଏକା ସହିତ ନଜର ଆସନ୍ତି ପୂରା ମାହୋଲକୁ ରଙ୍ଗୀନ କରିଦିଅନ୍ତି । ପରସ୍ପର ପ୍ରତିଥିବା ସ୍ନେହକୁ ଦୁହେଁ ଖୋଲାଖୋଲି ଜାହିର କରିଥାନ୍ତି । ଏପରି କିଛି ପୁଣିଥରେ ଦେଖିବାକୁ ମିଳିଛି । ଶାହରୁଖ ଖାନଙ୍କ ଖୋଲା ହୃଦୟକୁ ଦେଖି ସଲମାନ ଖାନ ମଧ୍ୟ ତାଙ୍କର ଦିୱାନା ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଶାହରୁଖଙ୍କ ପ୍ରଶଂସାରେ ସଲମାନ ଏକ ଭିଡିଓ ମଧ୍ୟ ସେୟାର କରି ତାଙ୍କୁ ହିରୋ ବୋଲି ସମ୍ବୋଧନ କରିଛନ୍ତି ।

ଅସଲରେ ଖବର ସାମ୍ନାକୁ ଆସିଥିଲା ଯେ ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିରେ ଶାହରୁଖ ଖାନ ଐଶ୍ୱର୍ଯ୍ୟା ରାୟଙ୍କ ମ୍ୟାନେଜରଙ୍କୁ ନିଆଁର ବଂଚାଇଥିଲେ । ଶାହରୁଖଙ୍କ ଏହି ଦୁଃସାହସ ପାଇଁ ସଲମାନ ଖାନ ଏକ ଭିଡିଓ ସେୟାର କରିଛନ୍ତି । ଏହା ସହିତ ଏହି ଭିଡିଓରେ ସଲମାନଙ୍କ ଭଏସ ଶୁଣିବାକୁ ମିଳିଛି ଯେଉଁଥିରେ ସେ ଶାହରୁଖଙ୍କୁ ପ୍ରଶଂସା କରିଛନ୍ତି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

@iamsrk

A post shared by Chulbul Pandey (@beingsalmankhan) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More