Only for Entertainment

ପ୍ରେସ କନଫରେନ୍ସରେ ଅଜବ ଗଜବ ଡ୍ୟାନ୍ସ କରିବାକୁ ଲାଗିଲେ ସଲମାନ ଖାନ,ଭିଡ଼ିଓ ଭାଇରାଲ ।

bollywood tadka
0 72

ସଲମାନଙ୍କ ରେସ ଥ୍ରିର ଟ୍ରେଲର ସୋସିଆଲ ମିଡିଆରେ ଧୁମ ମଚାଉଛି । କିନ୍ତୁ ଫିଲ୍ମର ପ୍ରମୋଶନକୁ ନେଇ ସଲମାନ ଖୁବ ବ୍ୟସ୍ତ ଅଛନ୍ତି । ନିକଟରେ ଦବଙ୍ଗ ଟୁରକୁ ନେଇ ଏକ ପ୍ରେସ କନଫରେନ୍ସର ଆୟୋଜନ କରାଯାଇଥିଲା । ସଲମାନଙ୍କ ସହିତ କ୍ୟାଟ୍ରିନା,ଡେଜି ଶାହ ଏବଂ ସୋନାକ୍ଷୀ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ ।

 


ଏହି କନଫରେସରେ ସଲମାନଙ୍କୁ ବ୍ଲୁମ ଫ୍ଲସ ଚ୍ୟାଲେଂଜ ଦିଆଯାଇଥିଲା । ଯାହାପରେ ସିଟ ନିକଟରେ ଛିଡ଼ା ହୋଇ ଚ୍ୟାଲେଂଜକୁ ପୂରା କରୁଥିବା ନଜର ଆସିଥିଲେ ସଲମାନ । ଏହି ଚ୍ୟାଲେଂଜରେ ସଲମାନ ଡ୍ୟାନ୍ସ ମଧ୍ୟ କରିଥିଲେ ।
ସଲମାନ ଚ୍ୟାଲେଂଜ ନେବାକୁ ଡରନ୍ତି ନାହିଁ । ସେ ଏହି ଚ୍ୟାଲେଂଜକୁ ମଧ୍ୟ ପୂରଣ କରିଥିଲେ । ତେବେ ଚ୍ୟାଲେଂଜ ପାଇଁ ସେ ଖୁବ ପପୁଲାର । ତାଙ୍କର ଏହି ଭିଡ଼ିଓ ଏବେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

 

 

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More