Only for Entertainment

‘ନଚ ବଲିୟେ ୯’ରେ ଏକ୍ସ କପଲଙ୍କୁ ଏକା ସାଙ୍ଗରେ ଆଣିବେ ସଲମାନ ।

bollywood tadka
27

ବଲିଉଡର ସୁଲତାନ ସଲମାନ ଖାନ ଏବେ ଖୁବ ଚର୍ଚ୍ଚାରେ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଭାରତ ସିନେମା ଘରେ ରିଲିଜ ହୋଇଛି । ଭାରତ ଫିଲ୍ମର ସଫଳତା ପରେ ସଲମାନ ପ୍ରମାଣିତ କରିଲେଯେ ଦର୍ଶକଙ୍କ ମନୋରଂଜନ ପାଇଁ ସେ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରନ୍ତି ନାହିଁ । ବଡ଼ ପରଦା ସହିତ ସଲମାନ ଏବେ ଛୋଟ ପରଦାରେ ମଧ୍ୟ ରାଜ କରୁଛନ୍ତି । ଖବର ଅନୁସାରେ ସଲମାନ ଏବେ ରିଆଲିଟି ଶୋ ‘ନଚ ବଲିୟେ ୯’ ପ୍ରଯୋଜନା କରି ଛୋଟ ପରଦାକୁ ଓହ୍ଲାଇବେ । ଏହି ଥର ଶୋ ଖୁବ ରୋମାଂଚକ ହେବାକୁ ଯାଉଛି ।

ଖବର ଅନୁସାରେ ଏଥିରେ କେବଳ କପଲ୍ସ ନୁହଁନ୍ତି ବରଂ ଏକ୍ସ–କପଲ୍ସ ମଧ୍ୟ ନଜର ଆସିବେ । ପୁରୁଣା ଦିନକୁ ପୁଣିଥରେ ନୂଆ କରିବା ପାଇଁ ସଲମାନଙ୍କର ଏକ ନୂଆ ପ୍ରୟାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More