Only for Entertainment

ବହୁତ ଦିନ ପରେ ସଲୁ ଶେୟାର କଲେ ଏକ୍ସରସାଇଜ ଭିଡ଼ିଓ ।

bollywood tadka
32

ସଲମାନ କେବଳ ଅଭିନୟ ନୁହେଁ ବରଂ ସାମାଜିକ କାମ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ଏହା ସହିତ ସବୁଠାରୁ ଚର୍ଚ୍ଚିତ ବିଷୟ ହେଉଛି ତାଙ୍କ ବଡ଼ି ପ୍ୟାକ । ଯାହାକୁ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ରହିଥାନ୍ତି । ତେବେ ସଲମାନଙ୍କ ଏକ୍ସରସାଇଜ ଭିଡ଼ିଓ ସାମ୍ନାକୁ ଆସିଛି ଖୁବ ବଡ଼ କଥା । ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିବା ସ୍ୱଭାବିକ କଥା । ଆଜିର ଯୁବ ପିଢୀ ତାଙ୍କୁ ଦେଖି ପ୍ରୋତ୍ସାହିତ ହୋଇଥାନ୍ତି । ଏହି ମଧ୍ୟରେ ବହୁତ ଦିନ ପରେ ସଲମାନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଏକ୍ସରସାଇଜ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

Launching @beingstrongindia for all your fitness needs! Let’s #BeStrong together! Video Credits: @haiderkhanhaider

A post shared by Salman Khan (@beingsalmankhan) on

କହିରଖୁଛୁଯେ ଏହା ପୂର୍ବରୁ ସଲମାନଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ସାଉଥ ସୁପରଷ୍ଟାର ଭେଙ୍କଟେସଙ୍କ ସହିତ ଜୁମେ କି ରାତ ହୈ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More