Only for Entertainment

ସଲମାନଙ୍କ ଏହି ଭାଇରାଲ ଭିଡ଼ିଓର ମଜା ନେଉଛନ୍ତି ଫ୍ୟାନ୍ସ ।

aajtak
37

ଫିଟନେସକୁ ନେଇ ସଲମାନଙ୍କ ପ୍ୟାଶନ ଏବଂ ଡେଡିକେସନ ଖୁବ ଲୋକପ୍ରିୟ । ସଲମାନ ତାଙ୍କ ୱର୍କଆଉଟ ଏବଂ ଫିଟନେସକୁ ଖୁବ ଧ୍ୟାନ ଦିଅନ୍ତି । କାମରେ ବ୍ୟସ୍ତ ଥିଲେ ମଧ୍ୟ ସଲମାନ ୱର୍କଆଉଟ ପାଇଁ ସମୟ ବାହାର କରିଦିଅନ୍ତି । ସଲମାନଙ୍କ ୱର୍କଆଉଟ ସମୟର ଅଧିକାଂଶ ଭିଡ଼ିଓ ଭାଇରାଲ ହୋଇଥାଏ । ନିକଟରେ ପୁଣିଥରେ ଏକ ଭିଡ଼ିଓ ଭାଇରାଲ ହେଉଛି । ତେବେ ସଲମାନଙ୍କ ଏହି ମଜାଦାର ଭିଡ଼ିଓକୁ ଦେଖି ଦର୍ଶକ ଖୁବ ମଜା ନେଉଛନ୍ତି ।

 

 

View this post on Instagram

 

After experiencing the highs and lows my security has finally realised how secure they are wid me .. ha ha

A post shared by Salman Khan (@beingsalmankhan) on

ଭିଡ଼ିଓରେ ସଲମାନ ନିଜ ଜିମରେ ୱର୍କଆଉଟ କରୁଥିବାର ନଜର ଆସିଛନ୍ତି । କିନ୍ତୁ ଏଥିରେ ରହିଛି ଏକ ମଜାଦାର ଟ୍ୱିଷ୍ଟ । ଭିଡ଼ିଓରେ ନଜର ଆସିଛିଯେ ଦୁଇ ଜଣ ବ୍ୟକ୍ତି ଜିମ ଇକ୍ୱିପମେଂଟ ଉପରେ ବସିଛନ୍ତି ଏବଂ ସଲମାନ ସେଥିରେ ୱର୍କଆଉଟ କରୁଛନ୍ତି ।

ସିକ୍ୟୁରିଟି ଲୋକଙ୍କ ସହିତ ଏହି ଭିନ୍ନ ଅନ୍ଦାଜରେ ୱର୍କଆଉଟ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More