Only for Entertainment

ସଲମାନ ଖାନଙ୍କ ସହ ସେଲ୍ଫି ନେଇ ଛୋଟ ଝିଅ କହିଲେ କିଛି ଏଭଳି !

35

ସଲମାନ ଖାନଙ୍କ ଫ୍ୟାନ୍ସ ଫିଲ୍ମ ଦବଙ୍ଗକୁ ଉତ୍ସାହର ସହ ଅପେକ୍ଷା କରି ବସିଛନ୍ତି । ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଲାଣି । ଭାଇଜାନଙ୍କ ଫ୍ୟାନ୍ସ ଟ୍ରେଲରକୁ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି । ସଲମାନ ଖାନ ଚୁଲବୁଲ ପାଣ୍ଡେଙ୍କ ଭୂମିକାରେ ପୁଣିଥରେ ପରଦାରେ ଫେରିବାକୁ ଚାହୁଁଛନ୍ତି । ଟ୍ରେଲର ଲଂଚ ପରେ ସଲମାନ ଖାନ ରମେଶ ତୈରାନୀଙ୍କ ଦିପାବଳୀ ପାର୍ଟିରେ ପହଂଚିଥିଲେ । ସେଠାରେ ପହଂଚି ସେ ଫଟୋଗ୍ରାଫର୍ସଙ୍କୁ ପୋଜ ଦେଇଥିଲେ । ଯେଉଁ ସମୟରେ ସଲମାନ ଖାନ ପୋଜ ଦେଉଥିଲେ ସେ ଦେଖିଲେ ଜଣେ ଛୋଟ ଝିଅ ଫ୍ୟାନ୍ସଙ୍କ ସହ ସେଲ୍ଫି ନେବା ଅପକ୍ଷାରେ ରହିଛି । ସଲମାନ ହସି ଫ୍ୟାନଙ୍କୁ ନିଜ ପାଖକୁ ଡାକି ସେଲ୍ଫି କ୍ଲିକ କରିଥିଲେ ।

 

View this post on Instagram

 

#SalmanKhan obliges a fan selfie as he arrives for #rameshtaurani Diwali party today #Instalove #ManavManglani

A post shared by Manav Manglani (@manav.manglani) on


ଅନଲାଇନ ସର୍କୁଲେଟ ହେଉଥିବା ଏହି ଭିଡିଓରେ ଛୋଟ ଝିଅଟି ସଲମାନଙ୍କୁ ଇନଷ୍ଟାଗ୍ରାମରେ ଫଟୋ ଦେଇ ଟ୍ୟାଗ କରିବେ ବୋଲି କହୁଥିବାର ନଜର ଆସିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More