Only for Entertainment

କ୍ୟାଟ୍ରିନାଙ୍କ ଠାରୁ ଭାଇଜାନ ନୁହେଁ ଏହି ନାମ ଶୁଣିବାକୁ ଚାହାଁନ୍ତି ସଲମାନ ।

bollywood tadka
21

ବଲିଉଡ ଆକ୍ଟର ସଲମାନଖାନ ଏବଂ କ୍ୟାଟ୍ରିନା କୈଫ ଏବେ ଫିଲ୍ମ ଭାରତର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଗତକାଲି ଫିଲ୍ମର ଚତୁର୍ଥ ଗୀତ ଲଂଚ ପାଇଁ ଏକ ଇଭେଂଟରେ ପହଂଚିଥିଲେ ଏହି ବଲିଉଡ ତାରକା ।

ଇଭେଂଟରେ ଜଣେ ସାମ୍ବାଦିକ କ୍ୟାଟ୍ରିନାଙ୍କୁ ପ୍ରଶ୍ନ କଲେଯେ କ’ଣ କ’ଣ ଆପଣ ସଲମାନଙ୍କୁ ଭାଇଜାନ କହି ଡାକିଲେ? ଏହାପରେ ଆଉ କ’ଣ ତତକ୍ଷଣାତ ସଲମାନ କହିଲେ ଆପଣଙ୍କ ଭାଇଜାନ ତାଙ୍କର ନୁହେଁ । ସଲମାନଙ୍କ ଉତ୍ତର ଶୁଣିବା ପରେ କ୍ୟାଟ୍ରିନା ହସିବାକୁ ଲାଗିଲେ । ଏହାପରେ ଆଉ ଜଣେ ସାମ୍ବାଦିକ କହିଲେ ତେବେ ଆପଣ ସଲମାନଙ୍କୁ ଯଦି ଭାଇଜାନ ନୁହେଁ ତେବେ କେଉଁ ଜାନ କହି ଡାକୁଛନ୍ତି? ଏହି ପ୍ରଶ୍ନରେ ସଲମାନ କହିଲେ ‘ମେରୀ ଜାନ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More