Only for Entertainment

ଭାବ ବିହ୍ୱଳ ହେଲ ସଲମାନ, ମାଇଁ ଲଭ ଲେଖି ପୋଷ୍ଟ କଲେ ସେୟାର ।

Pinkvilla
31

ଗୁରୁବାର ସଲମାନଙ୍କ ପାଇଁ ଏକ ଦୁଃଖର ନେଇ ଆସିଥିଲା । ବଲିଉଡ ସୁପଲ ଷ୍ଟାର ସଲମାନ ଖାନ ନିକଟରେ ସୋସିଆଲ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି ନିଜ ଦୁଃଖକୁ ପ୍ରକାଶ କରିଛନ୍ତି । ଆପଣ ଭାବୁଥିବେ ସଲମାନଙ୍କ ସହିତ କ’ଣ ହୋଇଛି । ଆପଣଙ୍କୁ କହିରଖୂୁଛୁ ଯେ, ଗୁରୁବାର ସଲମାନଙ୍କ ପ୍ରିୟ କୁକୁର ମାଇଁ ଲଭର ନିଧନ ହୋଇଯାଇଛି ।

 

View this post on Instagram

 

My most beautiful my love gone today. God bless her soul.

A post shared by Salman Khan (@beingsalmankhan) on

ନିଜୟ ପ୍ରିୟ ଡଗର ଫଟୋ ସେୟାର କରି ସଲମାନ ଲେଖିଥିଲେ ମୋର ସବୁଠାରୁ ସୁନ୍ଦର ମାଇଁ ଲଭ ଆଜି ଚାଲି ଯାଇଛି । ଇଶ୍ୱର ତାର ଆତ୍ମାକୁ ଶାନ୍ତି ଦିଅନ୍ତୁ । ଏହା ସହିତ ସଲମାନ ଆଉ ଏକ ସୁନ୍ଦର ଫଟୋ ମଧ୍ୟ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ । ଏହା ପୂର୍ବରୁ ମଧ୍ୟ ସଲମାନ ନିଜର ପେଟ ମାଇଁ ଲଭ ସହିତ ଅନେକ ଫଟୋ ସେୟାର କରିଥିଲେ । ସେ ତାଙ୍କ ପେଟ ଡଗକୁ ଖୁବ ଭଲ ମଧ୍ୟ ପାଉଥିଲେ ।

 

View this post on Instagram

 

Kisses my love…..

A post shared by Salman Khan (@beingsalmankhan) on


ସଲମାନଙ୍କ ଏହି ଦୁଃଖରେ ତାଙ୍କ ସାଥ ଦେଇଛନ୍ତି ଅଭିନେତ୍ରୀ ଡେଜି ଶାହ ସେ ମଧ୍ୟ ମାଇଁ ଲଭ ସହିତ ଇଂଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ ।

 

View this post on Instagram

 

U left your paw ? print on my heart my love. Will miss you ❤️ #rip #mylove

A post shared by Daisy (@shahdaisy) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More