Only for Entertainment

ଭାଇଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ମନା କଲେ ସଲମାନ, ପରିବାର ବିରୋଧରେ ଯାଇ ବିବାହ କରି ପାରନ୍ତି ଅର୍‌ବାଜ୍‌

Patrika
0 42

ଦୀପିକା-ରଣବୀରଙ୍କ ପରେ ଏବେ ଆଉ ଜଣେ ବଲିଉଡ୍‌ କଳାକାରଙ୍କ ବିବାହ ଖବର ସାମ୍ନାକୁ ଆସିଛି । ପ୍ରଥମ ପତ୍ନୀଙ୍କୁଠାରୁ ଛାଡ଼ପତ୍ର ନେବା ପରେ ଏବେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଭାଇ ଅର୍‌ବାଜ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଥିବା ଜଣା ପଡ଼ିଛି । କିଛି ଦିନ ହେବ ଅର୍‌ବାଜ ଜଣେ ବିଦେଶୀ ସୁନ୍ଦରୀ ଜର୍ଜିଆଙ୍କ ସହ ପ୍ରେମ ସଂପର୍କ ରଖି ଆସୁଥିବା ବେଳେ ଏବେ ତାଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହି ବିବାହ ପାଇଁ ଖାନ୍‌ ପରିବାର ତରଫରୁ ଅନୁମତି ମିଳି ନଥିବା ଜଣା ପଡ଼ିଛି । ସବୁ ପରେ ବି ଅର୍‌ବାଜ ପରିବାର ବିରୋଧରେ ଯାଇ ବିବାହ କରିବେ ବୋଲି ବିଶେଷ ସୁତ୍ରରୁ ଜଣା ପଡ଼ିଛି ।

ସୂଚନା ମୁତାବକ, ଅର୍‌ବାଜ ସଲମାନଙ୍କ ଭାଇ ହୋଇଥିବାରୁ ମଲ୍ଲାଇକା ତାଙ୍କୁ ବିବାହ କରିଥିଲେ । କିନ୍ତୁ ଅର୍‌ବାଜ ନିଜର ପରିଚୟ ସୃଷ୍ଟି କରିବା ପରିବର୍ତ୍ତେ ସବୁ କଥାରେ ସଲମାନଙ୍କ ଉପରେ ନିର୍ଭର କରୁଥିବାରୁ ମଲ୍ଲାଇକା ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏବେ ପୁଣି କିଛି ନ କରି ସେ ଜର୍ଜିଆଙ୍କୁ ବିବାହ କଥା କହୁଥିବାରୁ ସଲମାନ ଏବଂ ତାଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହେଉ ନଥିବା ଜଣା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More