Only for Entertainment

ଏହି ପ୍ରତିଯୋଗୀଙ୍କୁ ବିଗବସର ବିଜେତା ଭାବରେ ଦେଖିବାକୁ ଚାହାଁନ୍ତି ପ୍ରିୟଙ୍କ ଶର୍ମା

44

ବିଗବସ ସିଜନ ୧୩ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି । ପ୍ରତିଦିନ ଏଠାରେ କିଛି ନା କିଛି ନୂଆ ତଡ଼କା ଦେଖିବାକୁ ମିଳୁଛି । ନିକଟରେ ବିଗବସ ଘରକୁ ରାଂଝଣାର ପ୍ରମୋଶନ କରିବା ପାଇଁ ପହଂଚିଥିଲେ ହିନା ଖାନ ଓ ପ୍ରିୟଙ୍କ ଶର୍ମା । ସେଠାରେ ସଲମାନ ଘରର କେଉଁ ପ୍ରତିଯୋଗୀଙ୍କୁ ବିଜେତା ଭାବରେ ଦେଖିବା ପାଇଁ ଚାହାଁନ୍ତି ପ୍ରଶ୍ନ କଲେ, ଯାହାପରେ ପ୍ରିୟଙ୍କ ଉତ୍ତରରେ କହିଲେ ଆସୀମ ।

 

ଆଜ୍ଞା ହଁ ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ପ୍ରିୟଙ୍କ କହୁଛନ୍ତିଯେ ଆସୀମ ପଡ଼ିକି ଉଠିଛନ୍ତି ଏବଂ ଖୁବ ଭଲ ଖେଳୁଛନ୍ତି । ସଲମାନ ମଧ୍ୟ ତାଙ୍କ କଥାରେ ତାଳ ମିଶାଇ କହୁଛନ୍ତି ହଁ ସେ କେବଳ ଭଲ ନୁହେଁ ବରଂ ବହୁତ ଭଲ ଖେଳୁଛନ୍ତି । ତେବେ କେବଳ ପ୍ରିୟଙ୍କ ନୁହଁନ୍ତି ବରଂ ହିନା ଖାନ ମଧ୍ୟ ଆସୀମଙ୍କୁ ବିଜେତା ଭାବରେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More