Only for Entertainment

ଶାହାରୁଖ ସଲମାନ ମନାଇଲେ ସୁନିଲ ଗ୍ରୋଭରଙ୍କ ଜନ୍ମଦିନ ।

aajtak
0 33

ଖୁବଶୀଘ୍ର ସଲମାନଙ୍କ ‘ଦଶ କା ଦମ’ ଶୋ ଅଫ ଏୟାର ହେବାକୁ ଯାଉଛି । ଏହି ଖାସ ଏପିସୋଡର ସୁଟିଂ ପାଇଁ ଶାହାରୁଖ ସେଟରେ ପହଂଚିଥିଲେ । ସେହି ସମୟରେ ସୁନିଲ ଗ୍ରୋଭରଙ୍କ ଜନ୍ମଦିନ ସେଲିବ୍ରେଟ କରାଗଲା ।

ସୁନିଲଙ୍କ ପାଇଁ ଏହା ଖୁବ ସ୍ମରଣୀୟ ସମୟ ଥିଲା ଏବଂ ସେ ଖୁବ ଖୁସି ମଧ୍ୟ ଥିଲେ ।

ଖାସ ସେହି ଏପିସୋଡରେ ସୁନିଲ ଗ୍ରୋଭର ଅମିତାଭଙ୍କ ଚରିତ୍ରରେ ନଜର ଆସିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More