Only for Entertainment

ପୁଣିଥରେ ନଜର ଆସିବେ ସଲମାନ ଓ ସୋନାକ୍ଷୀ ।

Firstpost
29

ଦର୍ଶକମାନେ ଖୁବ ଶିଘ୍ର ଦେଖିବାକୁ ଏକାଠି ପାଇବେ ଚୁଲବୁଲ ପାଣ୍ଡେ ଓ ରଜୋଙ୍କୁ ।ତେବେ ଦବଙ୍ଗ ୩ ପୂର୍ବରୁ ଏହି ମୌକା ଦର୍ଶକ ପାଇବେ ।ରିୟଲିଟି ଶୋ ବିଗ ବସରେ ଅତିଥିଭାବେ ଯୋଗ ଦେବେ ସୋନାକ୍ଷୀ ସିହ୍ନା ।ସ୍ପେଶାଲ ଏପିସୋଡରେ ସୋନାକ୍ଷୀଙ୍କ ଡ୍ୟାନ୍ସ ପରଫରମାନ୍ସ ମଧ୍ୟ ଦେଖିବାକୁ ମିଳିବ । ଅନ୍ୟପଟେ ଶୋରେ କମେଡି କୁଇନ ଭାରତୀ ସିଂଙ୍କ ୱାଇଲ୍ଡ କାର୍ଡ ଏଟ୍ରିଂହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।ଗୋଟେ ପଟେ ଷ୍ଟାରସଙ୍କ ଦମଦାର ପରଫରମାନ୍ସ ଅନ୍ୟପଟେ କଟେଂନଷ୍ଟାଂଟଙ୍କ ନୋମିନେସନ ଓ ଏଲିମେସନକୁ ନେଇ ଜମିବ ବିଗ ବସସ ।

ସଲମାନ ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଳ୍ମରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଓ ସୁନିଲ ଗ୍ରୋଭର ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More