Only for Entertainment

ସଲମାନ ଜେଲରେ ମାନିଲେ ଆସାରାମଙ୍କ କଥା,କେବେ ମଧ୍ୟ କରିବେ ନାହିଁ ଏହି କାମ ।

aajtak
0 53

ଅଭିନେତା ସଲମାନଙ୍କୁ ଯୋଦ୍ଧପୁର ଜେଲରେ ଆସାରାମଙ୍କ ନିକଟସ୍ଥ ବାରାକ ନମ୍ବର ଟୁରେ ରଖା ଯାଇଥିଲା । ଜେଲରେ ସଲମାନଙ୍କର ଆସାରାମଙ୍କ ସହିତ କଥାବାର୍ତ୍ତା ହୋଇଥିଲା ଏବଂ ସଲମାନ ଆସାରାମଙ୍କର ଏକ କଥା ମାନିଛନ୍ତି ।

ଆସାରାମ ସଲମାନଙ୍କୁ କହିଲେଯେ ତୁମେ ସିଗାରେଟ ପିଇବା ଛାଡ଼ିଦିଅ । ଏହାପରେ ସଲମାନ କହିଲେଯେ ସେ ଆଉ କେବେ ମଧ୍ୟ ସିଗାରେଟ ପିଇବେ ନାହିଁ । ସଲମାନଙ୍କ ଜାମିନ ପରେ ଆସାରାମ କହିଲେଯେ ସମସ୍ତଙ୍କୁ ବାହାରକୁ ଆସିବା ଉଚିତ ।

ସଲମାନଙ୍କୁ ଜାମିନ ମିଳିଯାଇଛି ଏବଂ ସେ ତାଙ୍କ ଘରେ ମଧ୍ୟ ପହଂଚି ଯାଇଛନ୍ତି । ଆସାରାମଙ୍କ ଭାଗ୍ୟର ନିଷ୍ପତ୍ତି ୨୫ ତାରିଖରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More