Only for Entertainment

ସ୍ୱାମୀଙ୍କ ସହ ଆୱାର୍ଡ ଶୋ’ରେ ପହଂଚିଲେ ସମୀର ରେଡ୍ଡୀ, ଅଜବଗଜବ ଡ୍ରେସରେ ଫ୍ଲଂଟ କଲେ ବେବି ବମ୍ପ !

41

ବଲିଉଡ ଅଭିନେତ୍ରୀ ସମୀର ରେଡ୍ଡୀ କିଛି ଦିନ ହେବ ନିଜ ମା’ ହେବାକୁ ନେଇ ଉପଭୋଗ କରୁଛନ୍ତି । ନିକଟରେ ସମୀରା ମୂମ୍ବାଇର ଏକ GQ style award2019 ରେ ପହଂଚିଥିଲେ । ଏହି ସମୟରେ ତାଙ୍କ ସହ ଅକ୍ଷୟ ବରଡେ ମଧ୍ୟ ନଜର ଆସିଥିଲେ । ସମୀରା ମେରୁନ କଲରର ଏକ ଭିନ୍ନ ଡ୍ରେସ ପରିଧାନ କରିଥିଲେ ।

ଏହାସହ ଲୁକକୁ କମ୍ପ୍ଲିଟ କରିବା ପାଇଁ ହାତରେ କ୍ଲଚ ଧରିଥିଲେ । ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ସମୀର ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ଫଟୋରେ ସମୀରା ନିଜ ବେବି ବମ୍ପକୁ ଦେଖାଇଛନ୍ତି । ସମୀର ନିଜ ସ୍ୱାମୀଙ୍କ ସହ ଅନେକ ପୋଜ ଦେଇ ଫଟୋ ଉଠାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସମୀରା ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି । ସମୀରାଙ୍କୁ ପ୍ରଶ୍ନ କରାଯିବାରୁ କହିଛନ୍ତି ସେ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ଏବଂ ଜୁଲାଇରେ ତାଙ୍କର ଡେଲିଭରୀ ଅଛି । ସମୀରା ଶେଷ ଥର ଫିଲ୍ମ ‘ତେଜ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More