Only for Entertainment

ପୁଅ ସହିତ ପ୍ରଥମ ଇଦ ପାଳିଲେ ସାନିଆ ମିର୍ଜା, ସାଙ୍ଗରେ ନଜର ଆସିଲା ପୂରା ପରିବାର

HungryBoo
28

ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ପରିବାର ସହିତ ଇଦକୁ ସେଲିବ୍ରେଟ କରିଛନ୍ତି । ଏହି ସେଲିବ୍ରେସନର ଫଟୋକୁ ସାନିଆ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ସାନିଆ ପୁଇ ଇଜାନ, ଭଉଣୀ ଏବଂ ପରିବାର ସହିତ ନଜର ଆସିଛନ୍ତି । ଫଟୋରେ ସମସ୍ତଙ୍କୁ ଟ୍ରାଡିସନାଲ ଲୁକରେ ଦେଖିବାକୁ ମିଳିଛି ।

 

 

View this post on Instagram

 

Followed by some eid posing … ??

A post shared by Sania Mirza (@mirzasaniar) on

ସାନିଆ ସେୟାର କରିଥିବା ଫଟୋ ମଧ୍ୟରୁ କିଛି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଗୁଡିକ ହେଉଛି ସାନିଆ ଏବଂ ତାଙ୍କ ପୁଇ ଇଜାନଙ୍କର । ଫଟେରେ ଇଜାନଙ୍କୁ ଖୁବ କ୍ୟୁଟ ଅନ୍ଦାଜରେ ଦେଖିବାକୁ ମିଳିଛି ।

 

 

View this post on Instagram

 

Me and mini me ??‍♀️??‍♀️

A post shared by Sania Mirza (@mirzasaniar) on

ଫଟୋରେ ଇଜାନ କୁର୍ତ୍ତା ପାଇଜାମା ପିନ୍ଧିଥିବା ବେଳେ ସାନିଆ ହ୍ୱାଇଟ ଏବଂ ୟେଲୋ ସୁ ଟରେ ନଜର ଆସିଛନ୍ତି । ଫଟୋ ସେ.ୟାର କରି ସାନିଆ କ୍ୟାପସନରେ ଲେଖିଥିଲେ ଇଦ ମୁବାରକ ଫ୍ରମ ମି ଆଣ୍ଡ ମାଇନ ।

 

 

View this post on Instagram

 

Eid Mubarak from me and mine ❤️

A post shared by Sania Mirza (@mirzasaniar) on

କହିରଖୁଛୁ ଯେ , ସାନିଆ ଅକ୍ଟୋବର ୨୦୧୮ରେ ପୁଇ ଇଜାନଙ୍କୁ ଜନ୍ମ ଦେଇଥିଲେ । ସାନିଆଙ୍କ ପତି ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ସୋସିଆଲ ମିଡିଆ ଜରିଆରେ ଏହି ଖବର ଫ୍ୟାନ୍ସଙ୍କୁ ଜଣାଇଥିଲେ ।

 

 

View this post on Instagram

 

Eid giggles ?❤️ #Izzy

A post shared by Sania Mirza (@mirzasaniar) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More