Only for Entertainment

ସୁଟିଂ ଛାଡ଼ି ଭଉଣୀ ପ୍ରିୟାଙ୍କ ପାଇଁ ପ୍ରଚାର ପାଇଁ ବାହାରିଲେ ସଂଜୟ ଦତ୍ତ ।

65

ଆକ୍ଟର ସଂଜୟ ଦତ୍ତ ଯଦିଓ ରାଜନୀତି ଠାରୁ ଦୂରରେ ଅଛନ୍ତି ତଥାପି ତାଙ୍କୁ ଏବେ ରାଜନୀତି କ୍ଷେତ୍ରରେ ଦେଖିବାକୁ ମିଳିଛି । କାରଣ କଥା ହେଉଛି ତାଙ୍କ ଭଉଣୀ ପ୍ରିୟାଙ୍କ କଥା । ବାସ୍ତବରେ ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା କଂଗ୍ରେସ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି । ଆଜି ପ୍ରିୟାଙ୍କ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି ପ୍ରିୟା । ଭଉଣୀଙ୍କ ସହିତ ଛିଡ଼ା ହୋଇ ଜନତାଙ୍କୁ ଭୋଟ ଅପିଲ କରୁଛନ୍ତି ସଂଜୟ ଦତ୍ତ ।

ସଂଜୟ ଦତ୍ତତାଙ୍କ ପରିବାରକୁ ଖକ୍ଟ୍ରବ ପସନ୍ଦ କରନ୍ତି । ଯେତେବେଳେ ପ୍ରିୟା ଦତ୍ତ ବାନ୍ଦ୍ରା କଲେକ୍ଟର ଅଫିସରେ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ କରିବାକୁ ଯାଇଥିଲେ ସେହି ସମୟରେ ମଧ୍ୟ ସଂଜୟ ଦତ୍ତ ଫିଲ୍ମ କଳଙ୍କର ପ୍ରମୋଶନ ଏବଂ ସୁଟିଂରୁ ସମୟ ବାହାର କରି ପ୍ରିୟାଙ୍କ ସହିତ ଯାଇଥିଲେ ।

ପ୍ରିୟା ନାମାଙ୍କନ ପରେ ପ୍ରଥମେ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପହଂଚିଥିଲେ ଏବଂ ଏହାପରେ ଭାଇ ସଂଜୟ ଦତ୍ତଙ୍କଘରକୁ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More